ଅଭ୍ୟାସ ବଦଳାନ୍ତୁ, ଦହି ସହିତ କଦାପି ଖାଆନ୍ତୁ ନାହିଁ ଏହି ୬ଟି ଜିନିଷ
ସ୍ୱାସ୍ଥ୍ୟ ପାଇଁ ଦହି ବେଶ୍ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକ ନିୟମିତ ଭାବେ ଭୋଜନରେ ଦହି ସେବନ କରିଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, କିଛି ଜିନିଷକୁ ଦହି ସହିତ ସେବନ କଲେ ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିପାରେ। ଆଜି ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ, ଯାହାକୁ…