ଅନିଦ୍ରା ସମସ୍ଯାରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ଉପାୟ, ରାତିରେ ପ୍ରତିଦିନ କ୍ଷୀର ସହିତ ଘିଅ ମିଶାଇ ପିଅନ୍ତୁ
କ୍ଷୀର ଆମ ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ। କ୍ଷୀରରେ କ୍ଯାଲିସିୟମ, ପ୍ରୋଟିନ, ପୋଟାସିୟମ ଏବଂ ଫସଫରସ ଆଦି ରହିଥାଏ। ହାଡ ପାଇଁ କ୍ଷୀର ବେଶ ଗରୁରୀ। କିନ୍ତୁ କ’ଣ ଆପଣ ଜାଣନ୍ତି କି, କ୍ଷୀର ସହିତ ଘିଅ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ। ଏହା ଶରୀରର ଦୁର୍ବଳତା ଦୂର କରିଥାଏ। ଏମିତିରେ…