Browsing Tag

milk

ବାର ଦିନର ବାଛୁରୀ ଦେଉଛି କ୍ଷୀର! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ପୁରୀ (କେନ୍ଯୁଜ): ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି ହେଉଛି, ସମାଜ ମଧ୍ୟ ବିଜ୍ଞାନ ସହିତ ତାଳ ଦେଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛି ,ଯାହାକୁ ଆପଣବି ବିଶ୍ୱାସ କରିପାରିବେ ନାହିଁ । ଘଟଣାଟି ହେଉଛି ୧୨ ଦିନ ବାଛୁରୀ ଛୁଆ ଦେଉଛି କ୍ଷୀର। କଥାଟା ଶୁଣିବା ପାଇଁ…

ଦୈନିକ ଅଢେଇ ଲିଟର କ୍ଷୀର ଦେଉଛି ୧୨ମାସର ବାଛୁରୀ ! ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ

ବରଗଡ଼: ୧୨ମାସ ବାଛୁରୀ ଦେଉଛି କ୍ଷୀର । ବିନା ଛୁଆରେ ଦୈନିକ ଅଢେଇ ଲିଟର କ୍ଷୀର ଦେଉଛି ବାଛୁରୀ । ଏଭଳି ବିରଳ ଦୃଶ୍ୟ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ବରଗଡ଼ ଜିଲ୍ଲା ସଦର ବ୍ଲକ ସରସରା ଗାଁର ସଉଦା ନାୟକ ଦୀର୍ଘ ୩୦ବର୍ଷରୁ ଅଧିକ ହେବ ଗାଈ ରଖିଆସୁଛନ୍ତି । କିନ୍ତୁ ପ୍ରଥମ ଥର ଏଭଳି ଘଟଣା…

ଏହି ଟିପ୍ସକୁ ଫଲୋ କରି ଫୁଟାନ୍ତୁ କ୍ଷୀର, ଜମା ବି ଉତୁରିବନି

କ୍ଷୀର ଫୁଟେଇବା ପାଇଁ ଗ୍ୟାସ ଉପରେ ରଖିଲେ ମଝିରେ ମଝିରେ ଆମକୁ ଦେଖିବାକୁ ପଡ଼େ ଯେ କ୍ଷୀର ଫୁଟୁଛି କି ଉତୁରିଗଲା। କାରଣ ଟିକେ ଅନ୍ୟମନସ୍କ ହେଲେ କ୍ଷୀର ଉତୁରିବା ଆଶଙ୍କା ରହିଛି। ତେବେ ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ କ୍ଷୀର ଆଉ ଉତୁରିବ ନାହିଁ।…

ପ୍ରଚୁର ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବାର ବି ରହିଛି ନିର୍ଦ୍ଦିଷ୍ଟ ସମୟ, ଜାଣନ୍ତୁ କ’ଣ କୁହେ ଆୟୁର୍ବେଦ

କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଏ। କାରଣ କ୍ଷୀରରେ ଭିଟାମିନ ଏ, ବି, ଡି, କେ ଓ ଇ ସମେତ ଫସଫରସ, ମ୍ୟାଗ୍ନେସିୟମ, ଆୟୋଡିନ ଆଦି ରହିଛି। କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଭରି ରହିଛି, ଯାହା ହାଡ଼କୁ ମଜଭୁତ କରେ ଓ କାମ କରିବା ପାଇଁ ଶରୀରକୁ ଶକ୍ତି ଯୋଗାଏ। ତେବେ…

ଡାଇବେଟିସ୍‌ରୁ ଉପଶମ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି କ୍ଷୀର

ଅନେକ ଲୋକ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ବିଶେଷଜ୍ଞ ମାନେ ବିଶ୍ୱାସ କରନ୍ତି ଯେ ଭଲ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଅତି କମରେ ଏକ ଗ୍ଲାସ୍ କ୍ଷୀର ପିଇବା ଆବଶ୍ୟକ । ଯଦି କ୍ଷୀର ସହିତ ହଳଦୀ ମିଶ୍ରିତ କରାଯାଇ ଏହାକୁ ପିଇଲେ ଏହା ଅଧିକ ଲାଭଦାୟକ ହୋଇଥାଏ।…

କ୍ଷୀର ନଷ୍ଟ କରୁଥିବାରୁ ଟ୍ରୋଲ ହୋଇଥିଲେ ସୋନୁ ସୁଦ, ଏବେ ଫ୍ୟାନଙ୍କୁ କହିଲେ-“ଏଭଳି କରନି”

କରୋନା କାଳରେ ଲୋକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କିଛି ଲୋକ ତାଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା ମଧ୍ୟ କରୁଛନ୍ତି। ନିକଟରେ ସୋନୁ ସୁଦଙ୍କର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଲୋକେ ତାଙ୍କ ଫଟୋରେ କ୍ଷୀର ଲାଗି କରୁଥିବା…

ଥମୁନି ଆନ୍ଧ୍ରର ଦାଦାଗିରି: ଜଳ,ଜମି,ଜଙ୍ଗଲ ପରେ ଏବେ ଓଡିଶାର ଦୁଗ୍ଧ ଚାଷୀଙ୍କ ଉପରେ ନଜର

ଗଜପତି: ଓଡିଶାରେ ଥମୁନି ଆନ୍ଧ୍ରର ଦାଦାଗିରି । ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର କରିଚାଲିଛି ଆନ୍ଧ୍ର । କେତେବେଳେ ସରକାରୀ କଳ ତ ଆଉ କେବେ ର୍ନିବାଚିତ ପ୍ରତିନିଧି ଲଗାଇ ଯୋର ଜବରଦସ୍ତ ଓଡିଶା ଉପରେ କରୁଛି ଜୁଲୁମ । ବିଭିନ୍ନ ସମୟରେ ଆନ୍ଧ୍ର ଓଡିଶାର ଜଳ,ଜମି,ଜଙ୍ଗଲ ଉପରେ ନିଜ ଦାଦାଗିରି…

ଏହି ସମସ୍ୟା ଥିଲେ ଭୁଲ୍‌ରେ ବି ସେବନ କରନ୍ତୁ ନାହିଁ କ୍ଷୀର କିମ୍ବା କ୍ଷୀରଜାତ ଦ୍ରବ୍ୟ, ନଚେତ୍‌ ନେଇଥାଏ ଗମ୍ଭୀର ରୂପ

କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ, ଏହା ସମସ୍ତେ ଜାଣନ୍ତି। କ୍ଷୀର ଶରୀରରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିପାରିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, କିଛି ଲୋକଙ୍କ ପାଇଁ କ୍ଷୀର ପିଇବା ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ଲୋକ କ୍ଷୀର ପିଇବାଠୁ…

କ୍ଷୀର ସହିତ ଖାଉଛନ୍ତି କି ଲଙ୍କା କି ମାଛ, ତା’ହେଲେ ହୋଇଯାଆନ୍ତୁ ସତର୍କ, ଦେଖାଦେଇପାରେ ଏହିସବୁ ଗମ୍ଭୀର…

କ୍ଷୀର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ କିଛି ଜିନିଷ ସହିତ ଖାଇଲେ କ୍ଷତିକାରକ ହୋଇପାରେ। ଆୟୁର୍ବେଦ ଅନୁସାରେ, କିଛି ଜିନିଷ ସହିତ କ୍ଷୀର ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟା, ଓଜନ ବୃଦ୍ଧି ଭଳି କେତେକ ସମସ୍ୟା ଦେଖାଦେଇପାରେ। ହରଡ଼ ଡାଲି ଏବଂ କ୍ଷୀର ଦୁଇଟିଯାକ ହିଁ ହଜମ…

ଆବଶ୍ୟକତା ଠାରୁ ଅଧିକ କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ଶାରୀରିକ ସମସ୍ୟା

କ୍ଷୀରରେ ପ୍ରଚୁର ପରିମାଣର ପ୍ରୋଟିନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ଓ ମିନେରାଲ୍ସ ରହିଛି। ଏଣୁ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇଥାଏ। ଡାକ୍ତର ମଧ୍ୟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷୀର ପିଇବାକୁ ପରାମର୍ଶ ଦେଇଥାନ୍ତି। କ୍ଷୀର ହାଡ଼କୁ ମଜଭୁତ କରିବା ସହ…

ସ୍ୱାମୀ ଇଞ୍ଜିନିୟର ହେଲେ ଗୋପାଳନରେ ଲାଗିପଡିଛନ୍ତି କିରଣବାଳା, କେନ୍ଦୁଝର ବଜାରକୁ ଯୋଗାଉଛନ୍ତି ଦୈନିକ ୪୦୦ ରୁ…

କେନ୍ଦୁଝର : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ପ୍ରମାଣ କରି ଦେଖାଇଛନ୍ତି କିରଣବାଳା । ଛୁଆ ଦିନରୁ ଗୋ-ସେବା କରିବାର ଇଚ୍ଛା ରଖିଥିବା କିରଣବାଳା ଶ୍ବଶୁରଙ୍କ ପ୍ରେରଣା ଓ ସ୍ୱାମୀଙ୍କ ସହଯୋଗରେ ୮୦ରୁ ଉର୍ଦ୍ଧ ଗାଈ ଘରେ ରଖି କେନ୍ଦୁଝର ବଜାରକୁ ଯୋଗାଇ ପାରୁଛନ୍ତି ୪୦୦ ରୁ ଉର୍ଦ୍ଧ ଲିଟର…

କ୍ଷୀର ସହ ପ୍ରତିଦିନ ସେବନ କରନ୍ତୁ ଏହି ଜିନିଷ, ଶରୀର ବଳବାନ ହେବା ସହ ଚମକି ଉଠିବ ଆପଣଙ୍କ ତ୍ୱଚା

କ୍ଷୀର ସହିତ ଆମେ ସାଧାରଣତଃ ହରଲିକ୍ସ, ପ୍ରୋଟିନ ପାଉଡର ପରି ଖାଦ୍ୟ ମାନ ମିଶେଇ ଖାଇଥାଉ । କିନ୍ତୁ ହୁଏତ ଜାଣି ନଥିବେ ଆପଣ ଯଦି କ୍ଷୀରରେ ଶୁଖିଲା ଖଜୁରୀ ମିଶେଇ ଖାଇବେ ତେବେ ଏହାରର ଶରୀରର ଶକ୍ତି ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ । ଶୁଖିଲା ଖଜୁରୀରେ ମହଜୂତ ଥାଏ…