ମିଲଖା ସିଂଙ୍କୁ ନିଜ ସ୍ବର୍ଣ୍ଣ ପଦକ ଉତ୍ସର୍ଗୀକୃତ କଲେ ନୀରଜ ଚୋପ୍ରା, କହିଲେ ଏମିତି କିଛି
ସ୍ୱାଧୀନତା ପରେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସରେ ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଐତିହାସିକ ସ୍ୱର୍ଣ୍ଣ ହାସଲ କରିଛନ୍ତି। ନୀରଜ ଐତିହାସିକ ବିଜୟ ହାସଲ କରିବା ପରେ ନିଜର ସ୍ବର୍ଣ୍ଣ…