Browsing Tag

millet

କୋଲେଷ୍ଟ୍ରୋଲ ସ୍ତରକୁ କମ୍‌ କରିବା ଏବଂ ମୋଟାପଣ କମ୍‌ କରିଥାଏ ବାଜରା, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଶୀତଦିନ ଆସିଗଲାଣି। ଏହି ଦିନରେ ଘରେ ଖାଇପିଇ ଘୋଡି ହୋଇ ଶୋଇବାର ମଜା ନିଆରା । ଆଉ ଏଥିପାଇଁ ଶୀତ ଦିନରେ ଲୋକଙ୍କ ଖାଇବା ପିଇବାର ମାତ୍ରା ଟିକେ ବଢ଼ି ଯାଇଥାଏ। ଅଧିକ ଖାଇବା ଏବଂ କାମ କମ୍ ହୋଇଯିବା ଯୋଗୁଁ ଶୀତଦିନେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି। ଏହି ଦିନରେ ଫ୍ଲୁ ଏବଂ ଭାଇରସରୁ…

ସୁଆଁ ଚାଉଳରେ ରହିଛି ଅନେକ ଔଷଧୀୟ ଗୁଣ, ଡାଇବେଟିସ୍‌ଠୁ ଆରମ୍ଭ କରି ମୋଟାପଣ ଯାଏଁ ସବୁଥିରୁ ଦିଏ ମୁକ୍ତି

ପ୍ରାୟତଃ ପୂଜା ଉପବାସରେ ଲୋକମାନେ ସୁଆଁ ଚାଉଳର ପଲଉ, ଖେଚୁଡ଼ି ଓ ଖିରି ଆଦି ଖାଇଥାନ୍ତି। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଏହି ଛୋଟ ଛୋଟ ଦାନା ଥିବା ଚାଉଳ ଅନେକ ରୋଗରୁ ବି ମୁକ୍ତି ଦେବାରେ ସହାୟକ ହେବ। ସୁଆଁ ଚାଉଳକୁ ଦେଶରେ ମୋରଧନ, ଭଗର, ସମା ଚାଉଳ ବୋଲି ମଧ୍ୟ କୁହାଯାଏ।…