କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିବା ଏବଂ ମୋଟାପଣ କମ୍ କରିଥାଏ ବାଜରା, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା
ଶୀତଦିନ ଆସିଗଲାଣି। ଏହି ଦିନରେ ଘରେ ଖାଇପିଇ ଘୋଡି ହୋଇ ଶୋଇବାର ମଜା ନିଆରା । ଆଉ ଏଥିପାଇଁ ଶୀତ ଦିନରେ ଲୋକଙ୍କ ଖାଇବା ପିଇବାର ମାତ୍ରା ଟିକେ ବଢ଼ି ଯାଇଥାଏ। ଅଧିକ ଖାଇବା ଏବଂ କାମ କମ୍ ହୋଇଯିବା ଯୋଗୁଁ ଶୀତଦିନେ ଅନେକ ମେଦବହୁଳତାର ଶିକାର ହୋଇଥାନ୍ତି। ଏହି ଦିନରେ ଫ୍ଲୁ ଏବଂ ଭାଇରସରୁ…