Browsing Tag

minati mishra

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଅଭିନେତ୍ରୀ ପଦ୍ମଶ୍ରୀ ମିନତୀ ମିଶ୍ରଙ୍କ ୯୧ବର୍ଷ ବୟସରେ ପରଲୋକ

ଭୁବନେଶ୍ବର(କେନ୍ୟୁଜ୍): ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଅଭିନେତ୍ରୀ ପଦ୍ମଶ୍ରୀ ମିନତୀ ମିଶ୍ରଙ୍କ ପରଲୋକ । ସ୍ୱିଜରଲ୍ୟାଣ୍ଡରେ ୯୧ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ଷାଠିଏ ଦଶକରେ ଅନେକ ଓଡ଼ିଆ ସିନେମାରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ…