MCL କୁଲଡ଼ା କୋଇଲା ଖଣିରେ ଭୟାବହ ବିସ୍ଫୋରଣ, ଉଡ଼ିଯାଇଛି ଟିପ୍ପର
ସୁନ୍ଦରଗଡ଼ : MCL କୁଲଡ଼ା କୋଇଲା ଖଣିରେ ଭୟାବହ ବିସ୍ଫୋରଣ । ବିସ୍ଫୋରଣରେ ଟିପ୍ପର ଉଡ଼ିଯାଇଛି । ଏଥିରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଝାଡଖଣ୍ଡର ନିଜାମ ଅନସାରି । କୋଇଲା ଫଟାଇବା ପାଇଁ ବିସ୍ଫୋରଣ ବେଳେ ଏହି ଅଘଟଣ ଘଟିଛି । ବ୍ଲାଷ୍ଟିଂ ସମୟରେ…