Browsing Tag

mines

ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର, ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ୍

ମାଲକାନିଗିରି(କେନ୍ଯୁଜ୍): ରଦ୍ଦ ହେଲା ମାଲକାନିଗିରି ଜିଲ୍ଲାର ବିବାଦୀୟ ଲଘୁ ଖଣିଜ ଟେଣ୍ଡର। ୭ଟି ତହସିଲର ସମସ୍ତ ୪୮ଟି ଖଣି ନିଲାମ ପ୍ରକ୍ରିୟାକୁ ବାତିଲ କରିଛନ୍ତି ଜିଲ୍ଲାପାଳ ବିଶାଳ ସିଂ। ଗତ ଜୁନ୍‌ ୨୨ ତାରିଖରେ ମାଲାକନିଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ନାଁରେ…

ଖଣି ବିଭାଗର କଡ଼ା ଆଭିମୁଖ୍ୟ: କମ୍‌ ପରିମାଣର ଖଣିଜ ପ୍ରେରଣ କରିଥିବା ୫ଟି ଖଣିକୁ ୮ହଜାର ୬ଶହ କୋଟି ଟଙ୍କାର ଡିମାଣ୍ଡ…

ଭୁବନେଶ୍ବର(କେନ୍ଯୁଜ୍): ଖଣି ବିଭାଗର କଡ଼ା ଆଭିମୁଖ୍ୟ । କମ୍‌ ପରିମାଣର ଖଣିଜ ପ୍ରେରଣ କରିଥିବା ୫ଟି ଖଣିକୁ ୮ହଜାର ୬ଶହ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଛି ଖଣି ବିଭାଗ । ଗତ ୨୦୨୦ ଜୁଲାଇ ୭ଠାରୁ ୨୦୨୧ ଜୁଲାଇ ୬ ମଧ୍ୟରେ ଏହି ୫ଟି ଯାକ ଖଣି କମ୍ପାନୀ, ବୁଝାମଣା ଅନୁଯାୟୀ, ସର୍ବନିମ୍ନ…

୨୦ଟି ଖଣିର ନିଲାମ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କଲେ ସରକାର, ୨୦୨୦ ମାର୍ଚ୍ଚ ୩୧ରେ ସରୁଛି ଲିଜ୍‌ ଅବଧି

କେନ୍ୟୁଜ୍(ବ୍ୟୁରୋ): ୨୦ଟି ଖଣିର ନିଲାମ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କଲେ ସରକାର। ଏହି ଖଣି ଗୁଡିକର ଲିଜ୍‌ ଅବଧି ୨୦୨୦ ମାର୍ଚ୍ଚ ୩୧ରେ ସରୁଛି। ନିକଟରେ ତ୍ରୁଟି ଯୋଗୁଁ ଏହି ଖଣି ଗୁଡିକର ନିଲାମ ପ୍ରକ୍ରିୟାକୁ ବାତିଲ କରଥିଲେ ରାଜ୍ୟ ସରକାର। JSW ଗ୍ରୁପ୍‌ ଓ ଏହାର SUBSIDIARIES ମିଳିତ…

ତାଳଚେର: ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ତାଳଚେର(କେନ୍ୟୁଜ୍):    ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା। ଗତ ୬ତାରିଖରୁ ତାଳଚେରର ଭରତପୁର କୋଇଲା ଖଣି ବନ୍ଦ ରହିଥିବା ବେଳେ ଏବେ ବଳରାମ ଖଣି ବନ୍ଦ ହୋଇଥିବାରୁ ଏହାକୁ ଚାଲୁ କରିବାକୁ ପ୍ରଶାସନ ପଦକ୍ଷେପ ନେଉନଥିବାରୁ ସୋଲଡ଼ା ଗ୍ରାମବାସୀ ଧାରଣା ଦେଉଛନ୍ତି।…

ବେଆଇନ୍‌ ଖଣି ଖନନ ମାମଲା,କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ଶୁଣାଣି

କେନ୍ଦୁଝର(କେନ୍ଯୁଜ୍) : ବେଆଇନ୍‌ ଖଣି ଖନନ ମାମଲାରେ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଆଜି ଶୁଣାଣି । ହାଜର ହେବେ ୨୩ଟି ଖଣି ମାଲିକ । ସେମାନଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଥିଲା । ଏମାନଙ୍କ ଭିତରେ ଅଛନ୍ତି କେନ୍ଦୁଝର ଖଣି ସର୍କଲ ୩ ଓ ଯୋଡ଼ା ସର୍କଲର ୨୦ ଜଣ ଖଣି…

ବେଆଇନ୍ ଖଣି ଖନନ ମାମଲା, ଆଜି ସୁପ୍ରିମକୋର୍ଟରେ ଜବାବ ରଖିବେ ସରକାର

ଭୁବନେଶ୍ବର(କେନ୍ଯୁଜ୍): ଆଇନ ଖଣି ଖନନ ନେଇ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି । କ୍ଷତିପୂରଣ ଆଦାୟ ଓ କ୍ଷତିପୂରଣ ଦେଇ ନଥିବା ଖଣି ମାଲିକଙ୍କ ବିରୋଧରେ ହୋଇଥିବା କାର୍ଯ୍ଯନୁଷ୍ଠାନ ସମ୍ପର୍କରେ ନିଜ ଉତ୍ତର ରଖିବେ ରାଜ୍ୟ ସରାକାର । ବର୍ତ୍ତମାନ କ୍ଷତିପୂରଣ ଦେଇ ଥିବା ଖଣି ଲିଜ୍‌ଧାରୀଙ୍କ…

ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଘୁଞ୍ଚିଲା ଶୁଣାଣି

କେନ୍ଦୁଝର : ଘୁଞ୍ଚିଲା ଶୁଣାଣି । ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଶୁଣାଣି ଘୁଞ୍ଚିଛି । ଆସନ୍ତା ମାସ ୨୨ ତାରିଖରେ ଏହି ଶୁଣାଣି ହେବ । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଖଣି କର୍ତ୍ତୃପକ୍ଷଙ୍କ ହାଜିରା ନେବା ସହ ଟାଇମ…

ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

କେନ୍ଦୁଝର : କ୍ଷତିପୂରଣ ଦେଇ ନଥିବା, ବେଆଇନ ଖଣି ଖନନକାରୀ କଂପାନୀଙ୍କ, ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଜିଲ୍ଲାପାଳଙ୍କ କୋର୍ଟରେ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଶୁଣାଣି। ୯ଟି କଂପାନୀ ନିଜ ପକ୍ଷ ରଖିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଜରିମାନା ଦେଇନଥିବା ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ । କାଲି ୯ ଜଣ ଖଣି ମାଲିକ କେନ୍ଦୁଝର ଜିଲ୍ଲାପାଳଙ୍କ ପାଖରେ ପକ୍ଷ ରଖିବେ । ଏମାନଙ୍କ ନାଁରେ ସାର୍ଟିଫିକେଟ୍‌ ମକଦ୍ଦମା ରୁଜୁ…