Browsing Tag

mini truck and cycle accident

ସାଇକେଲକୁ ପିଟିଲା ମିନି ଟ୍ରକ୍, ୨ ମୃତ ୨ ଗୁରୁତର

 କଳାହାଣ୍ଡି(କେନ୍ୟୁଜ୍ ): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ନିକଟସ୍ଥ ବାନେର ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଗତକାଲି ରାତିରେ  ଜୟପାଟଣା ଆଡ଼କୁ ଆସୁଥିବା ଏକ ୪୦୭ ଗାଡ଼ି ବାନେର ନାଳ…