KGF ରେ ଲୁଚିଛି ବହୁମୂଲ୍ୟ ପେଲେଡିୟମ ଖୋଜା ଆରମ୍ଭ, ୨୮ ଗ୍ରାମର ମୂଲ୍ୟ ୧.୮ ଲକ୍ଷ ଟଙ୍କା
କର୍ଣ୍ଣାଟକର କୋଲାର ଗୋଲ୍ଡ ଫିଲ୍ଡ KGF ରେ ୨୫ ହଜାର କୋଟି ଟଙ୍କାର ପେଲେଡିୟମ୍ ହୋଇପାରେ ବୋଲି କେନ୍ଦ୍ରୀୟ ଖନନ ମନ୍ତ୍ରାଳୟ ସନ୍ଦେହ କରିଛନ୍ତି । ପେଡେଲିୟମ୍ ରୁପା ଭଳି ଏକ ଚମକଦାର ଧାତୁ। ଏହା ଏକ ବହୁମୂଲ୍ୟ ଧାତୁ। ଏହାର ଏକ ଆଉନ୍ସ ଅର୍ଥାତ ୨୮ ଗ୍ରାମର ମୂଲ୍ୟ ୧.୮ ଲକ୍ଷ ଟଙ୍କା। ଏହି ଧାତୁର…