Browsing Tag

Minister Krushna Chandra Patra

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି

ଭୁବନେଶ୍ୱର : E-KYC ନେଇ ବଡ଼ ଖବର । ୩୧ ମାର୍ଚ୍ଚ ଯାଏଁ ବଢ଼ିଲା E-KYC ଅବଧି । E- KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ନେଟ୍ ୱାର୍କ ସମସ୍ୟା ପାଇଁ କିଛି ସ୍ଥାନରେ E-KYC ଅପଡେଟ୍ ହେଉନି । ଏହାକୁ ନଜରରେ ରଖି E-KYC ଅବଧି ବଢିଛି । ଆଜି ରାସନ…

୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ରାସନକାର୍ଡ ଫେରାନ୍ତୁ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ୱର : ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜାନୁଆରୀ ୩୧ରେ ଇ କେୱାଇସି ଶେଷ ହେବ । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି…

FAQ ମାନର ଧାନ ଆଣନ୍ତୁ, ବେଶୀ ଖରାପ ହୋଇଥିଲେ ନେଇ ହେବନି: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର : ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି ।  କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି ।  FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।…

କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ : ଯୋଗାଣ ମନ୍ତ୍ରୀ

କଟନିଛଟନି ବନ୍ଦ ନ ହେଲେ କାର୍ଯ୍ୟାନୁଷ୍ଠାନ ।  ଧାନମଣ୍ଡିରେ କଟନିଛଟନି ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟନିଛଟନି ବନ୍ଦ ନ ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।  ଧାନମଣ୍ଡିରେ ଚଳିବନି ଦଲାଲ ରାଜ ।  ଦଲାଲମାନଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।…

କମିବ ଆଳୁ ଦର, ସରକାରଙ୍କୁ ବଦନାମ କରିବାକୁ ମନୁଷ୍ୟକୃତ ଅଭାବ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ଵର : ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ। ଏବେ ପୁଣି ଆଳୁ ଦେବାକୁ ରାଜି ହୋଇଛନ୍ତି । ବର୍ତ୍ତମାନ…