Browsing Tag

minister suresh pujari

ଗ୍ରୀଷ୍ମପ୍ରବାହକୁ ନେଇ ଗାଇଡ ଲାଇନ ଜାରି, କୌଣସି କାମ ନଥିଲେ ଘରୁ ବହାରନ୍ତୁ ନାହିଁ

ଭୁବନେଶ୍ୱର : ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ତାତିରୁ ସତର୍କ ରହିବା ପାଇଁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପରାମର୍ଶ । ଆସନ୍ତା ଜୁନ ୨ତାରିଖ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ସତର୍କତା ଗାଇଡ ଲାଇନ ଜାରି…

ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା

ଭୁବନେଶ୍ୱର : ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର । ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି ।  ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା ଲୋକମାନେ ଉପକୃତ ହେବେ । ଓଡିଶାରେ ଯେଉଁଠି…

ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର : ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହାଦ୍ବାରା ଦୁର୍ନୀତି…

ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ : ସୁରେଶ ପୂଜାରୀ

ଭୁବନେଶ୍ୱର : ସରକାରୀ ଜମିର ହୋଇପାରିବନି ଦୁରୁପଯୋଗ । ଲିଜ ନେଇ ଜମିର ଦୁରୁପଯୋଗ କରିଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଉକ୍ତ ଜମିକୁ ରାଜସ୍ବ ବିଭାଗ ଫେରାଇ ଆଣିବ । ଜମିର ସଠିକ ପରିଚାଳନା ଏବଂ ଆଗାମୀ ୧୦୦ ବର୍ଷକୁ ଆଖି ଆଗରେ ରଖି ସରକାରୀ ଜମିକୁ ସୁରକ୍ଷା ଦେବାକୁ ଦୁଇଟି ଆଇନରେ ସଂଶୋଧନ ହେବ ।…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର : ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର :  ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ ଲଘୁଚାପ…

ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ଶେଷ ହେବ ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ…

ଭୁବନେଶ୍ୱର : ଆସନ୍ତା ଡିସେମ୍ଵର ଶେଷ ସୁଦ୍ଧା ତହସିଲ, ପଞ୍ଚାୟତ, ରାଜସ୍ବଗ୍ରାମ ଓ ପୌରାଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ ସରିବ ।  ଏସମ୍ପର୍କରେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।  ଆଗକୁ ଜନଗଣନା ରହିଛି । ଏହା ପୁର୍ବରୁ ଯାହା କିଛି…

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ଭୁବନେଶ୍ୱର : :ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।  ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ପରେ ସୁରେଶ ପୂଜାରୀଙ୍କୁ ସେଜନ୍ୟମୂଳକ ସାକ୍ଷାତ କରିଛନ୍ତି ଶୋଭନା ମହାନ୍ତି ।  ସରକାର ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ନିଷ୍ଠାର ସହ…

ପୁଣି ଚର୍ଚ୍ଚାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍, ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଓକିଲ ସଙ୍ଘ କୋର୍ଟକୁ ବଲ୍ ଫିଙ୍ଗିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଯଶବନ୍ତ ସିଂହ କମିଶନ ହାଇକୋର୍ଟ ବେଞ୍ଚ ନେଇ ମାପଦଣ୍ଡ ସ୍ଥିର କରିଛନ୍ତି ।  କେଉଁଠି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ସେ ନେଇ ଓକିଲ ସଙ୍ଘ ନିଜ…

ସ୍କୁଲ୍ ପରିଦର୍ଶନ ସମୟରେ ପିଲାଙ୍କ ସହିତ ବସି ପାଠ ପଢିବା ସହ ମଧ୍ୟାହ୍ନ ଭୋଜନ ଖାଇଲେ ରାଜସ୍ୱ ମନ୍ତ୍ରୀ

ସମ୍ବଲପୁର : ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲା ସ୍କୁଲ୍ ଯାଇ ସେଠାରେ ଶିକ୍ଷକ ଶିକ୍ଷୟତ୍ରୀ ସହ ଆଲୋଚନା କରିବା ପରେ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ବସି ଶିକ୍ଷାଦାନର ତଦାରଖ କରିଛନ୍ତି । ଦଶମ ଶ୍ରେଣୀର ଏ…

ଚାଲିପାରୁନି ବିଧାନସଭା, ବିରୋଧୀଙ୍କୁ ଆଲୋଚନା ପାଇଁ ଆହ୍ବାନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଚାଲିପାରୁନି ବିଧାନସଭା । ବିରୋଧୀଙ୍କ ପ୍ରବଳ ହଟ୍ଟଗାଳ ।  ବାରମ୍ବାର ଗୃହ ମୁଲତବୀ ।  ବିଧାନସଭା ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଦାୟୀ କଲା ବିଜେପି ।  ବିରୋଧୀଙ୍କ ହୋହଲ୍ଲା ଯୋଗୁ ବିଧାନସଭା ଚାଲିପାରୁନି ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିରୋଧୀ ଲକ୍ଷ୍ମଣ ରେଖା…

କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା

ମୟୂରଭଞ୍ଜ : କାଳବୈଶାଖୀ ପାଇଁ ୨୦ କୋଟି ।  ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  କାଳବୈଶାଖୀରେ ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ବିଷୋୟୀ ଅଧିକ ପ୍ରଭାବିତ ହୋଇଛି।  ଏନେଇ ପ୍ରାଥମିକ ଆକଳନ ରିପୋର୍ଟ ଆସି ସାରିଛି। ଏହା ପରେ…

ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ…

ବାଙ୍ଗିରପୋଷି : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀ ବର୍ଷାରେ କ୍ଷତିଗ୍ରସ୍ତଙ୍କ ଘର ବୁଲି ଦେଖିଲେ ରାଜସ୍ବ ମନ୍ତ୍ରୀ । ରାଜସ୍ବ ମନ୍ତ୍ରୀଙ୍କ ସହ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଅଛନ୍ତି ।…