ଗଭୀର ଜଳ ରାଶିରେ ଚେସ୍ ଖେଳିଲେ କ୍ରୀଡା ମନ୍ତ୍ରୀ, ମହାନଦୀରେ କଲେ ସ୍କୁବା ଡାଇଭିଂ
ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ କ୍ରୀଡା ମନ୍ତ୍ରୀ । ପ୍ରାୟ ୨୦ ଫୁଟ୍ ଗଭୀର ପାଣିରେ ବୁଡି ଚେସ୍ ଖେଳିଛନ୍ତି । ପାଣି ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା ଚେସ୍ ଖେଳ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗଡଗଡିଆ ଘାଟ ନିକଟ ମହାନଦୀରେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ…