Browsing Tag

minister

ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ ନେବେ ଗ୍ରୁପ-Aରୁ ଗ୍ରୁପ୍‌-Dର ସମସ୍ତ ସରକାରୀ ଅଧିକାରୀ

କେନ୍ୟୁଜ୍(ବ୍ୟୁରୋ): ମନ୍ତ୍ରିମଣ୍ଡଳ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବିପର୍ଯ୍ୟୟ ପରିଚାଳନା ଟ୍ରେନିଂ ନେବେ ଗ୍ରୁପ-Aରୁ ଗ୍ରୁପ୍‌-Dର ସମସ୍ତ ସରକାରୀ ଅଧିକାରୀ । ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ…

କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ…

ଓଡ଼ିଶାରେ ଖୁବଶୀଘ୍ର ୧୫ଟି ପ୍ରମୁଖ ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ: ପ୍ରଫୁଲ୍ଲ ମଲ୍ଲିକ

(କେନ୍ୟୁଜ):  ଖଣି କ୍ଷେତ୍ରରେ ଓଡ଼ିଶାର ଉପଲବ୍‌ଧି । ଖଣିଜ ବ୍ଲକ ଆବଣ୍ଟନ କ୍ଷେତ୍ରରେ ଆସିଛି ବିରାଟ ପରିବର୍ତ୍ତନ। ଖଣିଜ ବ୍ଲକ ନିଲାମ ଓ ଆବଣ୍ଟନରେ ଓଡିଶା ଏକ ନଂ ରାଜ୍ୟ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଛି। ପ୍ରଥମ ପୁରସ୍କାର ଭାବେ ୩କୋଟି ଟଙ୍କାର ଅର୍ଥ ରାଶି ଲାଭ କରିଛି। ଏନେଇ…

କଳ ମୂଳେ ବସି ସାଧାରଣ ଲୋକ ଭଳି ଗାଧୋଉଛନ୍ତି ମନ୍ତ୍ରୀ, କହିଲେ- ‘ଆମ ସରକାରରେ କୌଣସି ଭିଆଇପି କଲଚର ନାହିଁ’

ଉତ୍ତର ପ୍ରଦେଶ: ଥରେ ମନ୍ତ୍ରୀ ପଦରେ ବସିବା ପରେ ବ୍ୟକ୍ତିଙ୍କ ଚାଲି ଚଳଣି ସମ୍ପୂର୍ଣ୍ଣ ବଦଳିଯାଏ। ସେ ଆଉ ସାଧାରଣ ଲୋକ ଭଳି ଜୀବନ ବଞ୍ଚନ୍ତି ନାହିଁ। ସାଧାରଣ ଲୋକଙ୍କର ଏହି ଧାରଣାକୁ ଭୁଲ ପ୍ରମାଣିତ କରିଛନ୍ତି ବିଜେପିର ଜଣେ ମନ୍ତ୍ରୀ। ଉତ୍ତର ପ୍ରଦେଶ ସରକାରଙ୍କର ଜଣେ ମନ୍ତ୍ରୀ ଲୋକଙ୍କର ଏହି…

ଏପ୍ରିଲ ୧୫ରେ ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି; ବିଧାନସଭା ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୧୫ ତାରିଖରେ ସମସ୍ତେ ଚିଲିକା ବୁଲିବାକୁ ଯିବେ। ୬ ତାରିଖ ସୁଦ୍ଧା ଇଚ୍ଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଜଣାଇବାକୁ ନିର୍ଦ୍ଦେଶ…

କଥା ଦେଇ, କଥା ରଖିଲେ ମନ୍ତ୍ରୀ: ନିଜ ନିର୍ବାଚନ ମଣ୍ଡଳୀର ଗରୀବ ହିତାଧିକାରୀଙ୍କ ସମସ୍ଯା ବୁଝି ସାଉଁଟିଲେ ପ୍ରଶଂସା

ଭଞ୍ଜନଗର: ନିଜ ନିର୍ବାଚନ ମଣ୍ଡଳୀର ଗରୀବ ହିତାଧିକାରୀଙ୍କ ସମସ୍ଯା ବୁଝିବା ସହ , ବିଭିନ୍ନ ପଞ୍ଚାୟତରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ଯ ଗୁଡ଼ିକ କିଭଳି ତ୍ବରାନ୍ଵିତ ହେବ , ସେ ନେଇ ଗଂଜାମ ଜିଲ୍ଲା ଭଂଜନଗର ର୍ନିବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ଯର ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ…

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବଜେଟ ଚିଠାକୁ ଅନୁମୋଦନ, ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ଚିଠାକୁ ମିଳିଛି…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨୦୨୦-୨୧ ବଜେଟ ଚିଠାକୁ ଅନୁମୋଦନ । ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ ଚିଠାକୁ ମଂଜୁରୀ ମିଳିଛି । ଏଥର ମଧ୍ୟ କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍‌ ଆସିବ । କୃଷି ଓ ଜଳସେଚନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୁରୀ ହେରିଟେଜ୍‌ କରିଡର ପାଇଁ…

ବିଇଓଙ୍କ ପରେ ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ ତରକାରୀ ଖାଇଲେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ, ସୋସିଆଲ ମିଡିଆରେ…

ରାୟଗଡା(କେନ୍ୟୁଜ୍):   ଚର୍ଚ୍ଚାରେ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ରାୟଗଡ଼ା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ବେଳେ ମଧ୍ୟାହ୍ନ ଭୋଜନରେ ଚିକେନ ତରକାରୀ ଖାଇବା ନେଇ ଫଟୋ ଭାଇରାଲ । ଗତକାଲି ସେ ବିଦ୍ୟାଳୟରେ ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଖାଇଥିଲେ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ…

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନେଇ ବ୍ଲାକମେଲିଂ ଅଭିଯୋଗ, ଅଭୁଯୁକ୍ତକୁ ଗିରଫ କଲା ବରଗଡ଼ ପୋଲିସ

ବରଗଡ(କେନ୍ୟୁଜ୍):  ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ । ବିଭିନ୍ନ ସରକାରୀ ଅଧିକାରୀଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗରେ ଜଣେ ଅଭୁଯୁକ୍ତକୁ ଗିରଫ କରିଛି ବରଗଡ଼ ପୋଲିସ । ଅଭିଯୁକ୍ତ ହେଲେ ଦେବଗଡ଼ ପ୍ରଭାଶୁଣି ଗାଁର ସୁଶାନ୍ତ କୁମାର ରଣଜିତ୍‌ । ତାକୁ କୋରାପୁଟ ଜୟପୁରରୁ ଗିରଫ…

ପରିବେଶ ମନ୍ତ୍ରୀଙ୍କ ଅଚାନକ ବାଲୁଖଣ୍ଡ-କୋଣାର୍କ ଗସ୍ତ ଫନି କ୍ଷତିଗ୍ରସ୍ତ ପୁନରୁଦ୍ଧାର କାର୍ଯ୍ୟ ନେଇ କଲେ ଅସନ୍ତୋଷ…

ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଚାନକ ଗସ୍ତ। ଫନି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ପୁନରୁଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ଏହାସହ ନୂଆନଈ ନିକଟ ପ୍ରକୃତି ନିବାସର ମରାମତି,…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ, ଶିଶୁଙ୍କ ଗହଣରେ ବିତାଇଲେ ଖୁସିର…

ଟିଟିଲାଗଡ଼ ନେହେରୁ ନଗର ସ୍ଥିତ ଭିନ୍ନକ୍ଷମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବାଣ୍ଟିଲେ ମନ୍ତ୍ରୀ ଟୁକୁନି ସାହୁ । ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କୁ ଜୋତା ପିନ୍ଧାଇ ଦେଇଥିଲେ । ଆଜି ପୂର୍ବାହଣରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ଭିନ୍ନକ୍ଷମ ସ୍କୁଲ ପରିଦର୍ଶନରେ ଆସିଥିଲେ…