ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଲାଗିବ ଟିକେଟ୍ ! ଖବରକୁ ଖଣ୍ଡନ କଲା ରେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ରେଳବାଇ ଟିକେଟକୁ ନେଇ ପ୍ରକାଶ ପାଉଥିବା ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛି ରେଳ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ ବୁକିଂ ନେଇ ଭାରତୀୟ ରେଳ ନିୟମକୁ…