ଆଶୀର୍ବାଦକୁ ମାରି ପାଇଖାନା ଟାଙ୍କି ଭିତରେ ପକାଇଥିଲା ପଡୋଶୀ ଦାଦା
ପିପିଲି : ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ । ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର । ଗତ ୬ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ଆଶୀର୍ବାଦ । ଶେଷରେ ଧରାପଡିଲା ଅଭିଯୁକ୍ତ । ହତ୍ୟା କରିଛି ପଡୋଶୀ ଦାଦା ବାପି । ହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ କରିନି ପୋଲିସ୍ ।…