Browsing Tag

minor boy burnt

ଟ୍ରେନରୁ କୋଇଲା ଚୋରି ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂରେ ଅଘଟଣ । ଆଜି ଅପରାହ୍ନରେ ସାଇଡିଂର କିଛି ଦୂରରେ ଏକ ଚଳନ୍ତା ରେଳ ଡବାରୁ କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ନାବାଳିକ ଗୁରୁତର ହୋଇଛି । ଘଟଣାରୁ ପ୍ରକାଶ ଯେ, ତାଳଚେରରୁ…