ସିମୁଳିଆ ମାର୍କେଟରେ ଅଭାବନୀୟ ଘଟଣା, ନାବାଳକ ମୋବାଇଲ ଚୋରକୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଲୋକେ
ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସିମୁଳିଆ ମାର୍କେଟରେ ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ମୋବାଇଲ ଚୋରକୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଜନସାଧାରଣ । ସୂଚନା ଅନୁଯାୟୀ ଗତକାଲି ସକାଳେ ସିମୁଳିଆ ମାଛ ମାର୍କେଟରେ ଗହଳି ଭିତରେ ଜଳେଶ୍ବର ଅଞ୍ଚଳର ଜଣେ…