Browsing Tag

minor girl dead

ଦିଲ୍ଲୀ ନାବାଳିକା ହତ୍ୟା ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ ସାହିଲ, ‘ସେ ମୋତେ ଅଣଦେଖା କଲା, ମୁଁ ତାକୁ ମାରିଲି’

ଦିଲ୍ଲୀ ନାବାଳିକାକୁ ୪୦ ଥର ଛୁରୀ ଭୁସି ହତ୍ୟା କରିଥିବା ସାହିଲକୁ ପୋଲିସ ଗିରଫ କରିଛି । ପୋଲିସ ସାହିଲକୁ ଗରଫ କରି ପଚରାଉଚରା କରିବାରୁ ସବୁ ସତ ମାନିଛି ସାହିଲ । ସାହିଲ କହିବା ମୁତାବକ, ମୁଁ ପଶ୍ଚାତାପ କରୁନି । ଯାହା କରିଛି ଭଲ କରିଛି । ଗତ କିଛିଦିନ ହେଲାଣି ସେ ମୋତେ ଅଣଦେଖା କରୁଥିଲା…

ଆଖିବୁଜିଲା ଆଉ ଜଣେ ନାବାଳିକା ଗର୍ଭବତୀ, ରକ୍ତହିନତା ଯୋଗୁ ମୃତ୍ୟୁ ଅଭିଯୋଗ

ଗଜପତି(କେନ୍ୟୁଜ୍‌):   ରକ୍ତହିନତା ଯୋଗୁ ଗର୍ଭବତୀ ନାବାଳିକାର ମୃତ୍ୟୁ ଅଭିଯୋଗ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରୁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ସମଗ୍ର ଜିଲ୍ଲାକୁ ଦୋହଲାଇ ଦେଇଛି…

ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା, ଫାର୍ମାସିଷ୍ଟଙ୍କୁ ମାଡ ମାରିବା ସହ ରାସ୍ତାରେ ଟାଣି ଟାଣି ଥାନାକୁ ନେଲେ ପରିବାର…

ମାଲକାନଗିରି(କେନ୍ଯୁଜ୍):ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଅଭାବନୀୟ ଘଟଣା । ଜଣେ ନାବାଳିକାର ମୃତ୍ୟୁ ଘଟିବା କାରଣରୁ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି। କାର୍ଯ୍ୟରତ ଫର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଛନ୍ତି ପରିବାର ଲୋକେ।…

ଗଜପତି: ଭାଲିଆ ଗୋଟାଇବାକୁ ଯାଇ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳିକାର ମୃତ୍ୟୁ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ଅଡବା ଥାନା ବାଟସିମୁଳି ଗ୍ରାମରେ ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ନାବାଳିକା ମୃତ୍ୟୁ ବରଣ କରିଛି ।  ମୃତକ ହେଲେ ସେହି ଗ୍ରାମର ଜୟରାମ ମଲ୍ଲିକଙ୍କ ୧୦ ବର୍ଷ ର ଶିଶୁକନ୍ୟା ସଞ୍ଜିତା ମଲ୍ଲିକ l ପରିବାର ଲୋକଙ୍କ ସହ ଗ୍ରାମ ନିକଟସ୍ଥ…

ଭାରସାମ୍ୟ ହରାଇ ଶିଶୁ କନ୍ୟା ଉପରେ ଚଢ଼ିଗଲା ଆମ୍ବୁଲାନ୍ସ, ଘଟଣାସ୍ଥଳରେ ମୃତ୍ୟୁ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କତଲକଇଠା ଗାଁରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ୧୦ବର୍ଷର ଝିଅର ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ରାସ୍ତାରୋକ ହୋଇଛି। ମିଳିଥିବା ସୂଚନାନୁସାରେ, ଗଜପତି ଜିଲ୍ଲା ରାୟଗଡ ପଟରୁ ଆସୁଥିବା ଏକ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ଆଡକୁ…

ବାଲେଶ୍ବର: ନୀଳଗିରିରେ ପ୍ରେମ ପାଇଁ ନାବାଳିକା ପିଇଲେ ବିଷ, ଡାକ୍ତରଖାନାରେ ବୁଜିଲେ ଆଖି

ବାଲେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଅଞ୍ଚଳରେ ନାବାଳିକାଙ୍କ ଆତ୍ମହତ୍ୟା । ପ୍ରେମବ୍ୟାପାରକୁ ଘରଲୋକ ବିରୋଧ କରିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରଥିବାର ସୂଚନା ମିଳିଛି  । ଗତକାଲି ନାବାଳିକା ଜଣକ ବିଷ ପିଇ ଗୁରୁତର ଅବସ୍ଥାରେ ବାଲେଶ୍ଵର…

ମୟୁରଭଞ୍ଜ: ଛେଳି ଚରାଇବାକୁ ଯାଇ ଆଉ ଫେରିଲେନି ୪ର୍ଥ ଶ୍ରେଣୀ ଛାତ୍ରୀ ଶିଳ୍ପା , ଜଙ୍ଗଲରୁ ମିଳିଲା ଶବ, ପୋଲିସର ତଦନ୍ତ…

କରଞ୍ଜିଆ(ବ୍ୟୁରୋ):  ଛେଳି ଚରାଇବାକୁ ନିଖୋଜ ହୋଇଥିବା ଛାତ୍ରୀଙ୍କ ଜଙ୍ଗଲରୁ ଶବ ଉଦ୍ଧାର। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ଦିଲଗଞ୍ଜ ଗାଁରେ। ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର ସକାଳୁ ୯ଟା ବେଳେ ଜଙ୍ଗଲକୁ ଛେଳି ଚୋରାଇବାକୁ ଯାଇଥିଲା ଦିଲଗଞ୍ଜ…

ତେନ୍ତୁଳି ଗଛରୁ ଉଦ୍ଧାର ହେଲା ନାବାଳିକାର ଝୁଲନ୍ତା ମୃତଦେହ, ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜୟପୁର (କେ ନ୍ୟୁଜ୍‌) : ଦିନ ପ୍ରାୟ ୨ଟା ବେଳେ ଝିଅଟି ଶୌଚ ପାଇଁ ଘର ବାହାରକୁ ଯାଇଥିଲା । ହେଲେ ୫ଟା ବେଳକୁ ଦେଖିବାକୁ ମିଳିଲା ଘର ନିକଟ ଏକ ତେନ୍ତୁଳି ଗଛରେ ତାର ଝୁଲନ୍ତା ମୃତଦେହ । ପୋଷାକ ଚିରି ଯାଇଥିଲା ଏବଂ ଦେହରେ କିଛି କ୍ଷତ ଚିହ୍ନ ବି ରହିଛି । ତେଣୁ ସନ୍ଦେହ କରାଯାଉଛି…