Browsing Tag

minor girl marriage

ବାଲେଶ୍ୱର: କନିଆ ଘରେ ପହଞ୍ଚି ଗଲେ ଶିଶୁ ସୁରକ୍ଷା ଟିମ୍‌ ସହିତ ପୋଲିସ, ଅଧାବାଟରୁ ଶିଶୁପାଳ ହୋଇ ଫେରିଗଲା ବର

ବାଲେଶ୍ୱର: ବାହା ହେବାକୁ ଆସି ଶିଶୁପାଳ ହୋଇ ଫେରିଗଲା ବର । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ । ଗତକାଲି ରାତିରେ ଖଇରା ତୁଡିଗଡ଼ିଆ ଅଞ୍ଚଳର ଶରତ ମହାରଣା ବାହା ହେବାକୁ ପ୍ରସେସନ କରି ଆସିଥିଲେ । ହେଲେ ବର ପହଞ୍ଚିବା ପୂର୍ବରୁ କନିଆ ଘରେ ପହଞ୍ଚି ଯାଇଥିଲେ ଶିଶୁ ସୁରକ୍ଷାର ୫…

ଚୌଦ୍ୱାର ପାଇକରାପୁରରେ ବାଲ୍ୟ ବିବାହ ଘଟଣା, ଉଭୟ କନ୍ୟା ଓ ବର ଘର ଲୋକ ସିଡବ୍ଲୁସିରେ ହାଜର

କଟକ(କେନ୍ୟୁଜ୍): କଟକ ଜିଲ୍ଲା ଚୌଦ୍ୱାର ଥାନା ପାଇକରାପୁରରେ ବାଲ୍ୟ ବିବାହ ଘଟଣାରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ ଚଳାଇଛି । ଉଭୟ କନ୍ୟା ଓ ବର ଘର ପକ୍ଷର ଲୋକ ସିଡବ୍ଲୁସିରେ ହାଜର ହୋଇଥିଲେ । ନାବାଳିକାକୁ ଏବେ ବସୁନ୍ଧରାରେ ରଖାଯାଇଛି । ଏହି ଘଟଣାରେ ଆଇନ…