Browsing Tag

minor girl physically abused

ବିହାରରେ ଲଜ୍ଜା : ନାବାଳିକାକୁ ସାଙ୍ଗ ସହ ମିଶି ମାମୁଁ ପୁଅ କଲା ଗଣ ଦୁଷ୍କର୍ମ

ବିହାର : ବିହାରରେ ପୁଣି ଥରେ ସମ୍ପର୍କରେ ଲାଗିଛି କଳା ଦାଗ । ମାମୁଁ ପୁଅ ଭାଇ ସାଙ୍ଗମାନଙ୍କ ସହ ମିଶି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା ଜଣାଯାଇଛି । ଶିବହର ଜଲ୍ଳା ଶାମପୁର ଭଟ୍ଟାହା ଥାନା ଅଂଚଳରେ ଘଟିଛି ଏପରି ଅଘଟଣ । ଏଥି ସହିତ ଦୁଷ୍କର୍ମର ଭିଡିଓ ମଧ୍ୟ ମୋବାଇଲରେ ତିଆରି କରିଛି…