Browsing Tag

minor girl raped

କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ତ୍ରିଶୁଳିଆରୁ ଗିରଫ ହେଲା ଅଭିଯୁକ୍ତ

କଟକ : କଟକ ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତ୍ରିଶୁଳିଆରୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ପୀଡ଼ିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଛି । ଏବେ ICUରେ ନାବାଳିକାଙ୍କ ଚାଲିଛି ଚିକିତ୍ସା । ଗିରଫ ଅଭିଯୁକ୍ତ…

ରାଉରକେଲାରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ…

ଜଘନ୍ୟତାର ସୀମା ପାର୍‌ କଲେ ପ୍ରଧାନ ଶିକ୍ଷକ, ନାବାଳିକାଙ୍କୁ ଦୁଷ୍କର୍ମକାରୀ ଠାରୁ ବଞ୍ଚାଇବା ବଦଳରେ ନିଜେ କଲେ…

ନୂଆଦିଲ୍ଲୀ : ବିହାରର କୈମୁର ଜିଲ୍ଲାରରୁ ଏକ ଲଜ୍ୟାଜନକ ମାମଲା ସାମ୍ନାକୁ ଆସିଛି। ଶନିବାର ଦିନ ଜଣେ ୧୪ ବର୍ଷର ନାବାଳିକାକୁ କିଛି ଯୁବକ ଅପହରଣ କରି ନେଇଥିବାର ଅଭିଯୋଗ ହୋଇଥିଲା । ଏବଂ ଶନିବାର ଦିନ ସେହି ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ସରକାରୀ…

ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଗର୍ଭବତୀ ଥିବା ଜାଣି ଧରା ଛୁଆଁ ଦେଉନଥିଲା ପ୍ରେମିକ

ଭୁବନେଶ୍ୱର (କେନ୍ୟୁଜ୍): ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ! ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠରେ। ନାବାଳିକା ଜଣକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । ତେବେ ଏହି ଅଭିଯୋଗ ଆସିବା ପରେ  ଅଭିଯୁକ୍ତ ଦୀପକ ଜାନୀକୁ ଗିରଫ କରିଛି…

ପୁଣି ନାବାଳିକା ଦୁଷ୍କର୍ମ, ଗୁରୁତର ଅବସ୍ଥାରେ ଭୁବନେଶ୍ଵର ସ୍ଥାନାନ୍ତର

ଖୋର୍ଦ୍ଧା (କେନ୍ୟୁଜ ବ୍ୟୁରୋ): ପୁଣି ଲଜ୍ଜ୍ୟା । ଖୋର୍ଦ୍ଧା ଜିଲ୍ଲାରେ ୯ ବର୍ଷର ନାବାଳିକାକୁ ଘରେ ପଶି ଦୁଷ୍କର୍ମ ଅଭିଯୋଗ । ଖୋର୍ଦ୍ଧା ଟାଉନ ଥାନା ଅଂଚଳରେ ଘଟିଛି ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା । ତେବେ ନାବାଳିକାଙ୍କୁ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ନାବାଳିକାର ହାତ ମୁହଁ ବାନ୍ଧି ଦୁଷ୍କର୍ମ ଅଭିଯୋଗ, ଫେରାର୍‌ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌

ନବରଙ୍ଗପୁର(କେନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ନାବାଳିକାର ହାତ ମୁହଁ ବାନ୍ଧି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ନାବାଳିକା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ମା’ ଘର’ ଅଧ୍ୟକ୍ଷାଙ୍କ ସହ ନବରଙ୍ଗପୁର ଥାନାକୁ…

ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, ଆଜି ପୁଣି କୋର୍ଟରେ ହାଜର ହେବେ IIC ଆନନ୍ଦ ମାଝୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆଜି ପୁଣି ହାଜର ହେବେ IIC ଆନନ୍ଦ ମାଝୀ। ସୁନ୍ଦରଗଡ଼ ପସ୍କୋ କୋର୍ଟରେ ତାଙ୍କୁ ହାଜର କରାଯିବ। ଗତ ୩ ତାରିଖରୁ କ୍ରାଇମବ୍ରାଞ୍ଚ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଥିଲା। ଆଜି ରିମାଣ୍ଡ ଅବଧି…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ନିଲମ୍ବିତ ପୂର୍ବତନ IICଙ୍କୁ ବହିଷ୍କୃତ କଲେ ଡିଜିପି

ରାଉରକେଲା: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି ।…

ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ…

ରାଉରକେଲା : ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ।  ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଆଜି ସୁନ୍ଦରଗଡ଼ ଯାଇ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।…

ନାବାଳିକାଙ୍କୁ ଦୁଷ୍କର୍ମ ଓ ବେଆଇନ ଗର୍ଭପାତ କରାଇବା ଘଟଣା: ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଆଇଆଇସି ସସ୍‌ପେଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ବେଆଇନ ଗର୍ଭପାତ କରାଇବା ଘଟଣାର ନିଆଗଲା କାର୍ଯ୍ଯାନୁଷ୍ଠାନ। ଏନେଇ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ନିଳମ୍ବନ କରାଯାଇଛି । ବୀରମିତ୍ରପୁର ଅଞ୍ଚଳରେ ୧୩ବର୍ଷିଆ ନାବାଳିକାଙ୍କୁ ଦୁଇ ପୋଲିସ…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…

ଚିଠିରେ ଏମିତି ଦୁଃଖ ବଖାଣିଲା ନାବାଳିକା: ଲେଖିଲା-ମୋ ମା’ଙ୍କର ଅନେକ ପୁରୁଷ ବନ୍ଧୁ ଆସନ୍ତି, ଆଉ ମୋ ସହ…

ମା ଝିଅର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଏତେ ତଳକୁ ଖସିଗଲା ଯେ ଜଣେ ମା ତାହାକୁ କିଏ ସ୍ବପ୍ନରେ ସୁଦ୍ଧା ଭାବିବା ଅସମ୍ଭବ। ନିଜ ନାବାଳିକା ଝିଅକୁ ଜଣେ ମା ନିଜ ପୁରୁଷ ସାଙ୍ଗ ମାନଙ୍କୁ ବାଣ୍ଟି ଦେଇଛି । ଯେଉଁମାନେ ୯ବର୍ଷର ନାବାଳିକା ସହିତ ଏହା ସାଙ୍ଗରେ ଦୁଷ୍କର୍ମ କରିଛନ୍ତି ତାପୁଣି…