minor head stuck

ଶ୍ରୀମନ୍ଦିର ସମ୍ମୁଖ ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା। ଚପଲ ଷ୍ଟାଣ୍ଡ ନିକଟ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ। ଲୁହା ରଡ୍ ଫାଙ୍କରେ ମୁଣ୍ଡ ଭର୍ତ୍ତି କରୁଥିବାବେଳେ,…

3 years ago