୧୬ ବର୍ଷର କନ୍ୟାକୁ ୫୨ ବର୍ଷର ବର, କରଜ ଶୁଝି ନପାରି ବାପା କରାଇଦେଲେ ବାହାଘର
ଭାଗଲପୁର : ବିବାହ ଏକ ଶାଶ୍ୱତ ପରମ୍ପରା । ବିବାହ ବେଳେ ବର-କନ୍ୟାଙ୍କ ସହ ଉଭୟ ପରିବାରର ସଦସ୍ୟ ସମସ୍ତଙ୍କ ମତ ନିଆଯାଇଥାଏ । ମାତ୍ର ବେଳେ ବେଳେ କିଛି ବିବାହ ବାଧ୍ୟ ବାଧକତାରେ ହୋଇଥାଏ ବା କନ୍ୟାର ଇଚ୍ଛା ବିରୋଧରେ ହୋଇଥାଏ । ଏମିତି ଏକ ବିବାହ ଦେଖିବାକୁ ମିଳିଛି ଝାଡଖଣ୍ଡର ଭାଗଲପୁରରେ ।…