Browsing Tag

minor rape

ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ ଦୁଷ୍କର୍ମ ଅଭିଯୋଗ, ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାତିଲେ ଲୋକେ। ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଗତକାଲି…

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେଁ, ନାବାଳିକା ମାମଲାରେ ପୋକସୋ କୋର୍ଟଙ୍କ ଟିପ୍ପଣୀ

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେ ବୋଲି ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ପେଶାଲ ପୋକସୋ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରି ଏହି ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ସୀମା ଜାଘବ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା…

ସବୁ ସୀମା ପାର କଲା ମଣିଷ ! ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି କଲା ହତ୍ୟା, ଅଭିଯୁକ୍ତ ଗିରଫ

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର…

ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପୋକଶୋ କୋର୍ଟ ଫୁଲବାଣୀ ଅଭିଯୁକ୍ତ ବିଜୟ କୁମାର ନାୟକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨0 ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି I ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ରାୟ ଶୁଣାଇଲେ ମାନ୍ୟବର…

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଉଦଳା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଉଦଳାରୁ ନେଇ ରାଜଧାନୀରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାରେ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଉଦଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୨ ଯୁବକ ଉଠାଇ ନେଇ ଭୁବନେଶ୍ୱର ଆସିଥିଲେ । ସେଠାରେ…

ଦିଲ୍ଲୀକାଣ୍ଡରେ ବଡ଼ ଖୁଲାସା! ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହ ହୋଇଥିଲା ଯୌନ ଶୋଷଣ, କିନ୍ତୁ ଯୁବକ…

ଦେଶର ଛାତିକୁ ଥରାଇ ଦେଇଥିବା ଦିଲ୍ଲୀ ଶାହବାଦ ଡାୟରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା ହୋଇଛି। FSL ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହିତ ଯୌନ ଶୋଷଣ ହୋଇଥିଲା। ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ଅପରାଧ କରିଥିବା ଯୁବକ ସାହିଲ ନୁହଁନ୍ତି। ପୋଲିସ ଏହି…

ପାରାଦୀପରେ ଛାତିଥରା ଘଟଣା: ନାବାଳିକାକୁ ଅପହରଣ ପରେ ୪ଦିନ ଧରି ଦୁଷ୍କର୍ମ! ଡ୍ରାଇଭର ଗିରଫ

ପାରାଦୀପ(କେନ୍ୟୁଜ୍): ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପାରାଦୀପରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ଡ୍ରାଇଭର ନାବାଳିକାକୁ ନିଜ ଗାଡ଼ିରେ ଅପହରଣ କରି ଏକ ଘର ଭିତରେ ୪ଦିନ ଧରି ଦୁଷ୍କର୍ମ କରିଥିବା ପାରାଦୀପ ଲକ ଥାନାରେ ଅଭିଯୋଗ ହୋଇଛି । ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ…

ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । କଟକ ୨୦୨୦ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହରିଶ ଚନ୍ଦ୍ର ବାରିକକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ…

କି ଯୁଗ ହେଲା: ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହେଲା ୧୬ ବର୍ଷର ନାବାଳକ

କରଞ୍ଜିଆ(କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଲଜ୍ଜା। ଗତକାଲି କରଞ୍ଜିଆ ଅଞ୍ଚଳରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୧୬ ବର୍ଷୀୟ ନାବାଳକ, ଏକ ୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏକ ଟଙ୍କା ଲୋଭ ଦେଖାଇ ଅନ୍ୟ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ…

ଯାଜପୁର ସୁକିନ୍ଦାରେ ଲଜ୍ଜା: ଦୁଇ ବର୍ଷ ୧୦ମାସର ଶିଶୁ କନ୍ୟାକୁ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ

ଯାଜପୁର ରୋଡ ( କେ ନ୍ୟୁଜ) : ଯାଜପୁର ଜିଲ୍ଲା ସୁକିନ୍ଦାରେ ଲଜ୍ଜା । ସୁକିନ୍ଦା ଥାନା ଅଂଚଳ ରେ ଜଣେ ଦୁଇ ବର୍ଷ ୧୦ମାସ ର ଶିଶୁ କନ୍ୟାକୁ  ଦୁଷ୍କର୍ମ କରାଯାଇଥିବା ନେଇ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ ପରିବାର ଲୋକ । ଖବର ମୁତାବକ ସୁକିନ୍ଦା ଥାନା ସଂସାଇଲ ପଂଚାୟତରେ…

ଦୁଷ୍କର୍ମ ମାମଲାରେ ନାବାଳକକୁ ଦଶ ବର୍ଷ ଜେଲ୍, ଦଣ୍ଡିତ କଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍

କେନ୍ଦୁଝର : ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କେନ୍ଦୁଝର ଜିଲ୍ଲା ଅତିରିକ୍ତ ଦୌରା ଜଜ ଜଣେ ୧୭ ବର୍ଷୀୟ ନାବାଳକକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ଦଶ ଅର୍ଥ ଦଣ୍ଡରେ  ଦଣ୍ଡିତ କରିଛନ୍ତି । ପୀଡିତାକୁ ଏକ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ…

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ୍‌ ଗିରଫ କଲା ଅଭିଯୁକ୍ତକୁ

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି ଅତି ଲଜ୍ଜାକର ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋିଛି ଥାନାରେ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏହି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ହେଉଛି ରବି ଦାସ । ନାବାଳିକା…