ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଖେଳାଳି ଫେରାର
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ବେଙ୍ଗାଲୁରୁର ଜଣେ ଯୁବତୀ । ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିଛନ୍ତି କି, ବରୁଣ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଛନ୍ତି । ଯୁବତୀଙ୍କ ସହିତ ୫ ବର୍ଷ କାଳ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବରୁଣ ।…