Browsing Tag

minor rape

ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଶିକ୍ଷକକୁ ୨୦ ବର୍ଷ ଜେଲ୍, ୪ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଯାଜପୁର (କେନ୍ୟୁଜ): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ପଞ୍ଚମ ଶ୍ରେଣୀରେ ପଢୁଥିବା ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ -୨। ମାର୍ଚ୍ଚ ୨୦୨୧ ମସିହା କୋରେଇ ଥାନା…

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି, ଅଭିଯୁକ୍ତକୁ ଆଜୀବନ ଜେଲ୍

ଜୟପୁର (କେନ୍ୟୁଜ): ଦୁଷ୍କର୍ମକାରୀକୁ ଆଜୀବନ ଜେଲ୍ । କାରାଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୧୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜୟପୁର ପକସୋ କୋର୍ଟ । ୨୦୨୦ ମସିହାରେ କୋରାପୁଟ ମାଛକୁଣ୍ଡ ଥାନା ଅଞ୍ଚଳରେ ଘଟଣା ଘଟିଥିଲା । ଘରେ କେହି ନଥିବାବେଳେ ନାବାଳିକାଙ୍କୁ…

ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରୀ କଟକ ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀ ଅକ୍ଷୟ କୁମାର ନାୟକକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ତିଗିରିଆ ଥାନା ଅଞ୍ଚଳରେ ଘଟିଥିଲା ଅପହରଣ ଓ ଦୁଷ୍କର୍ମ…

ନାବାଳିକାକୁ ଅପହରଣ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୫ହଜାର ଟଙ୍କା ଜରିମାନା

ଜଗତସିଂହପୁର(କେନ୍ୟୁଜ୍): ନାବାଳିକାଟିଏ ଥିଲା । ପାଠ ପଢି ମଣିଷ ହେବ ବୋଲି କେତେ ଆଶା ନଦେଖିଥିଲା । ସେଥିପାଇଁ ତ ସ୍କୁଲ ଜୀବନର ସବୁଠାରୁ ମହତ୍ବପୂର୍ଣ୍ଣ ପାହାଚ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିଲା । ହେଲେ ସ୍ଵପ୍ନ ଦେଖିବା ଆଗରୁ ଭାଙ୍ଗି ରୁଜି ଚୁମ୍ ମାର୍ କରିଦେଲେ କିଛି ମଣିଷ ରୂପୀ…

ନୃଂଶସତାର ସବୁ ସୀମା ପାର, ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରି ସବ୍‌ ଇନ୍ସପେକ୍ଟର ଗିରଫ

ନୃଂଶସତାର ସବୁ ସୀମା ପାର କଲେ ପୋଲିସ ସବ୍‌ ଇନ୍ସପେକ୍ଟର । ୪ ବର୍ଷର ନାବାଳିକାକୁ କଥାରେ ଫସାଇ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ ବାବୁ । ଘଟଣାଟି ରାଜସ୍ଥାନର ଦୋସାରେ ଘଟିଛି । ଏହି ଘଟଣାକୁ ନେଇ ଏଏସପି ବଜରଙ୍ଗ ସିଂ ଯାଞ୍ଚ ଚାଲିଛି ବୋଲି କହିଛନ୍ତି । ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର…

ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ ଦୁଷ୍କର୍ମ ଅଭିଯୋଗ, ପୋଲିସ ଗାଡ଼ି ଜାଳିଦେଇଛନ୍ତି ସ୍ଥାନୀୟ ଲୋକ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାତିଲେ ଲୋକେ। ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ବିରୋଧରେ ଗତକାଲି…

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେଁ, ନାବାଳିକା ମାମଲାରେ ପୋକସୋ କୋର୍ଟଙ୍କ ଟିପ୍ପଣୀ

ଯୌନ ଉତ୍ପୀଡନ ମାମଲାରେ ଡିଏନଏ ଟେଷ୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେ ବୋଲି ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସ୍ପେଶାଲ ପୋକସୋ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରି ଏହି ଟିପ୍ପଣୀ ଦେଇଛନ୍ତି । ଜଷ୍ଟିସ ସୀମା ଜାଘବ ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା…

ସବୁ ସୀମା ପାର କଲା ମଣିଷ ! ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି କଲା ହତ୍ୟା, ଅଭିଯୁକ୍ତ ଗିରଫ

ହୀନ ମାନସିକତାର ଚରମ ସୀମରେ ପହଞ୍ଚିଛି ମଣିଷ । ଆଉ ଭୁଲିଯାଉଛି ସବୁକିଛି । ୫ ବର୍ଷର କୁନି ଶିଶୁକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଏମିତି ଘଟଣା କେରଳରେ ଘଟିଛି । ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି ଦିନ ମଜୁରିଆ । ପିଲାଟିକୁ ଦୁଷ୍କର୍ମର…

ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ପୋକଶୋ କୋର୍ଟ ଫୁଲବାଣୀ ଅଭିଯୁକ୍ତ ବିଜୟ କୁମାର ନାୟକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨0 ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି I ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ରାୟ ଶୁଣାଇଲେ ମାନ୍ୟବର…

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ଉଦଳା : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଉଦଳାରୁ ନେଇ ରାଜଧାନୀରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନାରେ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଉଦଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୨ ଯୁବକ ଉଠାଇ ନେଇ ଭୁବନେଶ୍ୱର ଆସିଥିଲେ । ସେଠାରେ…

ଦିଲ୍ଲୀକାଣ୍ଡରେ ବଡ଼ ଖୁଲାସା! ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହ ହୋଇଥିଲା ଯୌନ ଶୋଷଣ, କିନ୍ତୁ ଯୁବକ…

ଦେଶର ଛାତିକୁ ଥରାଇ ଦେଇଥିବା ଦିଲ୍ଲୀ ଶାହବାଦ ଡାୟରୀ ହତ୍ୟାକାଣ୍ଡରେ ବଡ଼ ଖୁଲାସା ହୋଇଛି। FSL ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟାର କିଛି ଘଣ୍ଟା ପୂର୍ବରୁ ନାବାଳିକାଙ୍କ ସହିତ ଯୌନ ଶୋଷଣ ହୋଇଥିଲା। ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଏହି ଅପରାଧ କରିଥିବା ଯୁବକ ସାହିଲ ନୁହଁନ୍ତି। ପୋଲିସ ଏହି…

ପାରାଦୀପରେ ଛାତିଥରା ଘଟଣା: ନାବାଳିକାକୁ ଅପହରଣ ପରେ ୪ଦିନ ଧରି ଦୁଷ୍କର୍ମ! ଡ୍ରାଇଭର ଗିରଫ

ପାରାଦୀପ(କେନ୍ୟୁଜ୍): ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପାରାଦୀପରେ ଘଟିଛି ଏଭଳି ଛାତିଥରା ଘଟଣା। ଜଣେ ଡ୍ରାଇଭର ନାବାଳିକାକୁ ନିଜ ଗାଡ଼ିରେ ଅପହରଣ କରି ଏକ ଘର ଭିତରେ ୪ଦିନ ଧରି ଦୁଷ୍କର୍ମ କରିଥିବା ପାରାଦୀପ ଲକ ଥାନାରେ ଅଭିଯୋଗ ହୋଇଛି । ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ…