ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ, ରାୟ ଶୁଣାଇଲେ ଯାଜପୁର ପୋକ୍ସୋ କୋର୍ଟ
ଯାଜପୁର (କେନ୍ୟୁଜ): ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତଙ୍କୁ ୧୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ। ୨୦୧୬ ମସିହାରେ ଅଭିଯୁକ୍ତ ଟେଣ୍ଟ କର୍ମଚାରୀ ସୁରେଶ ସାହୁ ମଙ୍ଗଳପୁର ଥାନା ଅଞ୍ଚଳରେ ଏକ ଏକଉସିଆ କାର୍ଯ୍ୟରେ ଟେଣ୍ଟ କାମ କରିବାକୁ…