Browsing Tag

minor

ଆମେରିକାରେ ପୁଣି ଗୁଳିମାଡ଼ : ନାବାଳକର ଗୁଳିରେ ପୋଲିସ ଅଧିକାରୀ ସମେତ ୫ ମୃତ

ନୂଆଦିଲ୍ଲୀ : ଆମେରିକାରରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଏଥର ଉତ୍ତର କାରୋଲିନା ସହରରେ ଗୁଳି ବିନିମୟ ହେତୁ ଲୋକଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।ଏହି ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ୫ ଜଣକ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ଅଭିଯୁକ୍ତ ଜଣେ…

ସ୍କୁଲ ନଯିବାକୁ ଜିଦ କରି ଦେହରେ କିରାସିନି ଢାଳିଦେଲା ନାବାଳକ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଯାଜପୁର ରୋଡ (କେନ୍ୟୁଜ) : ଟମକା ଥାନା ସମରପିଟା ଗ୍ରାମରେ ସ୍କୁଲ ନଯିବାକୁ ଜିଦ କରି କିରାସିନି ଢାଳି ହୋଇ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତର କରାଯାଇଥିଲା ତେବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି ମୃତ ନାବାଳକ ଜଣକ…

ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା:ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ…

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକକୁ ଥାର୍ଡ ଡିଗ୍ରୀ ଘଟଣାର ତଦନ୍ତ ଆରମ୍ଭ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଏକ ଟିମ ଚିତ୍ରକୋଣ୍ଡାରେ ପହଞ୍ଚି…

ଛୁରୀ ଦେଖାଇ ନାବାଳିକାକୁ ଗଣଦୁଷ୍କର୍ମ: ଜଣେ ଅଟକ

ଆଳି (କେ ନ୍ୟୁଜ) : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଂଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଗତ ୬ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ୨ଜଣ ଯୁବକ ଘରପାଖରେ…

ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ, ଥାନାରେ ଅଭିଯୋଗ ପରେ ହେଉନି କାର୍ଯ୍ୟାନୁଷ୍ଠାନ

ଗଜପତି : ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ । ଥାନାରେ ଅଭିଯୋଗ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଗଜପତି ଜିଲ୍ଲା ମୋହନା ବ୍ଲକ ବି.ରାଇସିଂ ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ବିଶ୍ୱନାଥ ମଲ୍ଲିକଙ୍କ ଝିଅ ଗତ ମେ ୨୧ ତାରିଖରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏନେଇ…