Browsing Tag

minors missing

ମାଡ଼ ଭୟରେ ଆଶ୍ରମରୁ ନିଖୋଜ ଥିଲେ ୩ ଛାତ୍ର : ଭୋକ ମେଣ୍ଟାଇବାକୁ ଦୋକାନରୁ କରିଥିଲେ ଚୋରି

ସୋର (କେନ୍ୟୁଜ): ଆଶ୍ରମରୁ ନିଖୋଜ ତିନି ନାବାଳକ ତିନି ଦିନ ପରେ ଉଦ୍ଧାର। ସୋର ଥାନା ଖରସାହାପୁର ଆଳଦା ସେବା ଆଶ୍ରମରୁ ତିନି ନାବାଳକ ଗତ ୩ ଦିନ ତଳେ ନିଖୋଜ ହେଇଥିଲେ । ଉଦ୍ଧାର ନାବାଳକମାନଙ୍କୁ ସେବା ଆଶ୍ରମ ମଲିକଙ୍କ ଘର କାମ ନକରିବାରୁ ମାଡ଼ ଖାଇ ଭୟରେ ଲୁଚି ପଳlଇ ଆସିଥିବା କହିଛନ୍ତି ।…