Browsing Tag

mint coffee

ନୂଆ ଷ୍ଟାଇଲରେ ପିଅନ୍ତୁ କଫି, ବନାନ୍ତୁ ମିଣ୍ଟ କଫି ରେସିପି

କଫି ପ୍ରାୟ ସମସ୍ତଙ୍କୁ ପସନ୍ଦ। କଫି ପ୍ରେମୀଙ୍କୁ ସବୁପ୍ରକାର କଫି ପସନ୍ଦ ଆସିଥାଏ। ସେହିପରି ଯଦି ଆମେ ଗରମ ଦିନ କଥା କହିବା ତାହେଲେ କୋଲଡ କଫି ସମସ୍ତଙ୍କୁ ପସନ୍ଦ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କଫିର ଏକ ନୂଆ ସ୍ୱାଦ ଚଖାଇବୁ। ପ୍ରସ୍ତୁତ କରନ୍ତୁ ମିଣ୍ଟ କଫି। ଆସନ୍ତୁ ଜାଣିବା ଏହାକୁ…