Browsing Tag

Mirabai Chanu

ପୁଣି ଇତିହାସ ରିଚଲେ ମୀରାବାଈ ଚାନୁ, ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

ଅଲିମ୍ପିକ ରୌପ୍ୟ ବିଜେତା ମୀରାବାଈ ଚାନୁ ପୁଣି ଇତିହାସ ରଚିଛନ୍ତି। ୱେଟଲିଫ୍ଟିଂ ଓ୍ଵାଲର୍ଡ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି। ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ୨୦୦ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ମୀରାବାଈ ରୌପ୍ୟ ଜିତିଥିବା ବେଳେ ଚୀନର ଜିୟାଙ୍ଗ ହୁଇହୁଆ ୨୦୬…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରତକୁ ଆଉ ଏକ ସଫଳତା; ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ…

ମୀରାବାଇ ଚାନୁଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ନିଜ ଫ୍ୟାନ୍‌ ବୋଲି ଜାଣିବା ପରେ କଲେ ନିମନ୍ତ୍ରଣ

ଟୋକିଓ ଅଲମ୍ପିକରେ ସିଲଭର ପଦକ ଜିତି ଦେଶ ନାଁ ଉଜ୍ଜ୍ୱଳ କରିଥିବା ମୀରାବାଇ ଚାନୁଙ୍କୁ ଭେଟିଛନ୍ତି ଆକ୍ଟର ସଲମାନ୍‌ ଖାନ୍‌। ମୀରାଙ୍କୁ ଭେଟିବା ବେଳର ଫଟୋକୁ ସଲମାନ୍‌ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମୀରାବାଇ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌ ଓ ଏକ ଇଣ୍ଟରଭ୍ୟୁରେ ଏନେଇ ସେ ସୂଚନା…

ଟୋକିଓ ଅଲମ୍ପିକରେ ଦମଦାର ପ୍ରଦର୍ଶନ କରି ଭାରତକୁ ଗର୍ବିତ କଲେ ଏହି ଖେଳାଳି

ଟୋକିଓ ଅଲମ୍ପିକ ୨୦୨୦ରେ ଗତ କାଲି ଆଥଲେଟ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରି ସାରା ଦେଶକୁ ଗର୍ବିତ କରିଛନ୍ତି । ନୀରଜଙ୍କ ଏହି ଶାନଦାର ପ୍ରଦର୍ଶନରେ ପୁରା ଦେଶ ଗୌରବାନ୍ୱିତ ହୋଇଛି ।ତେବେ ଏହାରି ମଧ୍ୟରେ ନୀରଜଙ୍କ ଉପରେ ଗିଫ୍ଟର ବର୍ଷା ଆରମ୍ଭ ହୋଇଛି । କୋଟିରୁ ଢ଼େର ଅଧିକ ଅର୍ଥ ରାଶି…

ବର୍ଷ ବର୍ଷ ଧରି ଲିଫ୍ଟ ଦେଇଥିବା ଟ୍ରକ୍‌ ଡ୍ରାଇଭରଙ୍କୁ କୃତଜ୍ଞତା ଜଣାଇଲେ ଅଲମ୍ପିୟାନ୍‌ ମୀରାବାଇ ଚାନୁ, ଘରକୁ ଡାକି…

ଟୋକିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ଜିତି ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି ମୀରାବାଇ ଚାନୁ। ଚଳିତ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରୋତ୍ତଳକ ହେଉଛନ୍ତି ସେ। ତେବେ ମଣିପୁରରୁ ଟୋକିଓ ଯାତ୍ରା ଏତେ ସହଜ ନଥିଲା ମୀରାବାଇଙ୍କ ପାଇଁ। ଏହି କଠିନ ସମୟରେ ଅନେକ ଲୋକ ତାଙ୍କ ସାଥ୍‌ ଦେଇଥିଲେ।…

ଅଲମ୍ପିକ ବିଜୟିନୀ ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ, ନିଜେ ୱେଟଲିଫ୍ଟର ଦେଲେ ଅନୁମତି

ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତି ଦେଶର ନାଁ ରଖିଥିବା ୱେଟ ଲିଫ୍ଟର ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଚାନୁଙ୍କ ଜୀବନୀକୁ ନେଇ ଏକ ମଣିପୁରୀ ଫିଲ୍ମ ହେବ। ଏନେଇ ଶନିବାର ଦିନ ଚାନୁ ଓ ଇମ୍ଫାଲର ସେଓତି ଫିଲ୍ମସ ପ୍ରଡକ୍ସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ…

ସାଇଖୋମ୍ ମୀରାବାଈ ଚାନୁ : ମାତ୍ର ୧୨ ବର୍ଷ ବୟସରେ ଜଣାପଡିଥିଲା ଯାହାଙ୍କ ପ୍ରତିଭା

ଟୋକିଓ ଅଲିମ୍ପିକ୍ସରେ ରୌପ୍ଯ ପଦକ ଜିତି ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ମୀରାବାଈ ଚାନୁ । ଚାନୁଙ୍କ ସଫଳତାରେ ତାଙ୍କ ଗାଁ ଠାରୁ ଆରମ୍ଭ କରି ଦେଶର ପ୍ରତ୍ଯେକ ନାଗରିକ ବେଶ୍ ଖୁସି ଏବଂ ଉତ୍ସାହିତ । ୪୯ କେଜି ବର୍ଗରେ ଭାରୋତ୍ତୋଳନ କରି ଚାନୁ ଟୋକିଓ ଅଲିମ୍ପିକ୍ସରେ ଏହି ସଫଳତା…

ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ, ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ…

ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ଯ ପଦକ ଜିତି ସମସ୍ତଙ୍କ ପାଇଁ ଗୌରବ ଆଣିଦେଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ, ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ। ସ୍ବର୍ଣ୍ଣ ପଦକ ବିଜୟିନୀ ଚାଇନାର ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ। ରିପୋର୍ଟ…

ଟୋକିଓ ଅଲିମ୍ପିକ୍ସ: ରୌପ୍ୟ ପଦକ ହାସଲ କରିଥିବା ମୀରାବାଈ ଚାନୁଙ୍କୁ ଲାଇଫ ଟାଇମ ମିଳିବ ମାଗଣା ପିଜା

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ୨୬ ବର୍ଷୀୟ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ ଏବଂ ଗର୍ବର ସହିତ ସମଗ୍ର ଦେଶରେ ତାଙ୍କର ପ୍ରଶଂସା ହୋଇଥିଲା । ସବୁ ଜାଗାରେ ଲୋକମାନେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ…

ଟୋକିଓ ଅଲିମ୍ପିକ୍ସ: ୪୯ କେଜି ଭାରୋତ୍ତୋଳନରେ ପ୍ରଥମ ରୌପ୍ଯ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରାବାଈ ଚାନୁ । ଭାରୋତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରୋତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି…

କୋହଲିଙ୍କୁ ବିରାଟ ପୁରସ୍କାର, ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଯୁଗ୍ମ ଭାବେ ନାମ ସୁପାରିଶ

ନୂଆଦିଲ୍ଲୀ : ରାଜୀବ ଖେଳରତ୍ନ ପୁରସ୍କାର ପାଇଁ ବିରାଟ କୋହଲି ଓ ମୀରାବାଇ ଚାନୁଙ୍କ ନାମ ସୁପାରିଶ । ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଜଣେ ବ୍ୟାଟ୍ସମ୍ୟାନ ଭାବେ ବର୍ତ୍ତମାନ ଆଇସିସି ମାନ୍ୟତାର ୧ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ଅଧୀନରେ ଟିମ୍ ଇଣ୍ଡିଆ ଘରୋଇ ସିରିଜ୍…