Browsing Tag

mis scheme

ପୋଷ୍ଟ ଅଫିସର ଏହି ସ୍କିମରେ ଗ୍ରାହକଙ୍କୁ ମିଳିବ ଜବରଦସ୍ତ ରିଟର୍ଣ୍ଣ ରାଶି, ଆପଣ ବି ଉଠାନ୍ତୁ ଫାଇଦା

ପୋଷ୍ଟ ଅଫିସର Monthly income scheme । ଏହା ଏକ ଏଭଳି ସୁପରହିଟ ସ୍କିମ ଯେଉଁଥିରେ ସେଭିଙ୍ଗସ୍‌ ରହିଥାଏ ଏକଦମ ସୁରକ୍ଷିତ। ଏଥିରେ ଆପଣଙ୍କୁ ମାତ୍ର ଥରେ ଟଙ୍କା ଜମା କରିବାକୁ ପଡ଼ିବ। ଏହି ସ୍କିମର ମ୍ୟାଚୁରିଟି ପିରିୟଡ ୫ ବର୍ଷ ହୋଇଥାଏ। ୫ ବର୍ଷ ପରେ ଆପଣ ଗ୍ୟାରେଣ୍ଟି ରିଟର୍ଣ୍ଣ…