ଷ୍ଟେସନ୍ େଓ୍ଵଟିଂରୁମ୍ରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ପଡିଲା ମହଙ୍ଗା, ମାମଲା ରୁଜୁ ପରେ ଯୁବକ ଅଟକ
ବାଲେଶ୍ଵର (କେନ୍ୟୁଜ): ଷ୍ଟେସନ ପ୍ରତିକ୍ଷାଳୟରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ମହଙ୍ଗା ପଡିଲା ଯୁବକଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ରେଳ ଷ୍ଟେସନ ପରିସରରେ। ସୂଚନା ମୁତାବକ, ଜଣେ ପଶ୍ଚିମବଙ୍ଗୀୟ ଯୁବତୀଙ୍କୁ ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିବା ନେଇ…