Browsing Tag

misbehaved

ସୀମା ଟପିଲା ପାଶବିକତା, ଯୌନ ଲାଳସା ପୂରଣ କରିବା ପାଇଁ ଶେଷରେ ଗୋମାତାକୁ ବି ଛାଡିଲା ନାହିଁ

କଟକ (କେନ୍ୟୁଜ): ଘୃଣ୍ୟ, ବର୍ବର… ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି କଟକରୁ । ଏଠାରେ ମଣିଷ ଯୌନ ଲାଳସା ପୂରଣ କରିବା ପାଇଁ ଗାଈକି ମଧ୍ୟ ଛାଡ଼ି ନାହିଁ । ହିନ୍ଦୁ ସଂସ୍କୃତିରେ…

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନର୍ଲା : ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ନର୍ଲା ସିଏଚସିର ପିଏଚଇଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆଶାକର୍ମୀ ନିଯୁକ୍ତିରେ ଅନିୟମିତତା ନେଇ ମହିଳା ଜଣକ ସିଏଚସି ପିଏଚଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।…

କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ଜିଲ୍ଲାପାଳଙ୍କ ଆଗରେ ଫେରାଦ ହେଲେ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଏକମାଣିଆରେ ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର । ଫଟୋ ଉଠାଇବାରୁ ରାଗିଯାଇ ପିଡି ଖରାପ ଭାଷାରେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ହାତ ଉଠାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ବାତ୍ୟା ଫନିର ସର୍ଭେ କରିବାକୁ ଯାଇ…

ମହିଳା ସଫେଇ କର୍ମୀଙ୍କୁ ଘୋଷାଡି ବାହାରେ ଫିଙ୍ଗିଦେଲେ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ, ଭିଡିଓ ହେଲା ଭାଇରାଲ୍

ଛତିଶଗଡ : ଛତିଶଗଡର କୋରିୟା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୋରିୟା ବଡବାହୀ କନ୍ୟା ଆଶ୍ରମର ଛାତ୍ରାବାସର ଅଟେ । ଏଠାରେ କାମ କରୁଥିବା ଏକ ମହିଳାଙ୍କୁ ଜଣେ ବ୍ୟକ୍ତି ଅତି କଦର୍ଯ୍ୟ ଭାବେ ଘୋଷାଡି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁଯାୟୀ ଉକ୍ତ…