ଯୁବତୀଙ୍କୁ ଏକାକୀ ପାଇ ଅସଦାଚରଣ ତାପରେ ବ୍ଲାକମେଲିଂ, ବନ୍ଧା ହେଲେ ୨ ଯୁବକ
ଭଦ୍ରକ(କେନ୍ୟୁଜ): ଯୁବତୀଙ୍କୁ ଏକାକୀ ପାଇ ଅସଦାଚରଣ । ଖାଲି ଅସଦାଚରଣ ନୁହେଁ ବ୍ଲାକମେଲ ବି କଲେ । ଆଉ ତାପରେ ସିଧା ଗଲେ ମାମୁଁ ଘର । ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ ଓ ବ୍ଲାକମେଲ କରି ବନ୍ଧା ହେଲେ ୨ ଯୁବକ । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଦକ୍ଷିଣ ଦୌଲତପୁର ଗାଁରେ ଘଟିଛି ଏଭଳି ଏକ…