ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ: ଦୁଇ ଛାତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ
ରାଜନଗର (କେନ୍ୟୁଜ): ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଥାନାରେ ଅଟକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ଏକ ଘରୋଇ ବିଦ୍ୟାମନ୍ଦିରରେ ଘଟିଛି ।
ମିଳିଥିବା ସୂଚନା ମୁତାବକ, ଘରୋଇ ବିଦ୍ୟାମନ୍ଦିର ଘଡିଆମାଳର…