ବିଳମ୍ବିତ ରାତିରେ ଘର ଉପରକୁ କାଚ ଫୋପାଡ଼ିଲେ ଦୁର୍ବୃତ୍ତ, ଭୟଭୀତ ଅବସ୍ଥାରେ ଅଛନ୍ତି ପରିବାର
ରାତି ଅଧରେ ଘର ଉପରକୁ କେହି କାଚ ବୋତଲ ଫୋପାଡ଼ିଲା । ଘରେ ଥିବା ସଦସ୍ୟମାନେ ଘରୁ ଡରରେ ବାହାରିଲେନି । କାଳେ କିଏ ଥିବେ ଆଉ ତାଙ୍କୁ ଆକ୍ରମଣ କରିବ । ସେହି ଭୟରେ ଘରେ ଡରି ଡରି ରହିଲେ । ରାତି ସାରା କାହା ଆଖିରେ ନିଦ ନାହିଁ । ଆଉ ସକାଳୁ ଉଠି ଦେଖିଲା ବେଳକୁ ଘର ଆଗରେ ଭଙ୍ଗା କାଚ ବୋତଲ ପଡ଼ିଛି…