ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ, ପୁଣି ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ
ଭୁବନେଶ୍ବର(କେନ୍ୟୁଜ୍): ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ ଭୁବନେଶ୍ବର। ପୁଣି ରାଜଧାନୀରେ ଘରେ ପଶି ମାରଣାତ୍ମକ ଆକ୍ରମଣ। ଭୁବନେଶ୍ୱର ଝରପଡା ଜଗନ୍ନାଥ ନଗରର ଲେନ-୪ରେ ଘଟିଛି ଏହି ଘଟଣା । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆକ୍ରମଣର ଲୂଟ ହୋଇଥିବା ଅନୁମାନ…