Browsing Tag

miscreants

ଏତେ ରାଗ ! ରାଜନୈତିକ ତିକ୍ତତା ପାଇଁ ରାସ୍ତା କାଟି ଦେଲେ ଦୁବୃର୍ତ୍ତ

ଚାନ୍ଦବାଲି(କେନ୍ୟୁଜ):  ରାତାରାତି ଖେଳ ଖତମ୍ । କଣ କିଛି ବୁଝିହଉନି ନା ।  ଭାବୁଥିବେ କି ଖେଳ କଥା ଆମେ କହୁଛୁ? କଥାଟା ହେଲା ନିତିଦିନିଆ ରାସ୍ତାରେ ବିରାଟକାୟ ଗାତ ଆଉ ଗାତ ଭିତରେ ଗୋଟେ ମଣିଷ ବୁଡିଗଲା ଭଳିଆ ପାଣି । ଲାଗୁଛି ରାସ୍ତା ଉପରେ କିଏ ପୋଖରୀ ଖୋଳି ଦେଇଛି କିମ୍ବା ରାସ୍ତା ଟି…

ଆଖିବୁଜା ଫାୟାରିଂରେ ବାପ-ପୁଅ ଗୁରୁତର, ଦୁର୍ବୃତ୍ତ ଫେରାର

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ନିକଟରେ ଗୁଳିକାଣ୍ଡ। ବାପ ଓ ପୁଅକୁ ଗୁଳିକରି ହତ୍ୟା ଉଦ୍ୟମ । ଗୁଳି କାଣ୍ଡରେ ସିନାପାଲିର ସରୋଜ ମେହେର ଓ ତାଙ୍କ ପୁଅ ନବରଞ୍ଜନ ମେହେର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇଜଣଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଚିକିତ୍ସା ପାଇଁ…

ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ଗୁଣ୍ଡାରାଜ୍‌: ବୁଲିଲା ଖଣ୍ଡା ଓ ଭୁଜାଲି, ୨୦ରୁ ୩୦ ମିନିଟ୍‌ ଧରି ଚାଲିଲା…

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ଗୁଣ୍ଡାରାଜ୍‌ । ବୁଲିଲା ଖଣ୍ଡା, ଭୁଜାଲି । ୨୦ରୁ ୩୦ ମିନିଟ୍‌ ଧରି ଚାଲିଲା ଆତଙ୍କରାଜ । ପୂର୍ବର ଛୋଟ ଝଗଡ଼ାକୁ ନେଇ ଗତକାଲି ହୋଇଥିଲା ମହାଭାରତ । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ୱର ପୋଲିସ ।…

ମଦବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ଭୁଜାଲି ମାଡ, ଚେତାଶୂନ୍ୟ ଅବସ୍ଥାରେ ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ

ସୋର: ମଦବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ଭୁଜାଲି ମାଡ । ଚେତାଶୂନ୍ୟ ଅବସ୍ଥାରେ ଶିକ୍ଷକଙ୍କୁ ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଗୁଆପାଳ ଗାଁରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗାଁର ଅକ୍ଷୟ ମହାରଣା ଅଙ୍ଗନଓ୍ଵାଡି କେନ୍ଦ୍ର ନିକଟରେ ମଦ ବିକ୍ରି କରନ୍ତି ।…

ସାବଧାନ: କଳିଙ୍ଗନଗର ରାସ୍ତାରେ ଖଣ୍ଡା ଧରି ବୁଲୁଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ, ଅନ୍ଧାର ହେଲେ ଲୁଟ୍ ପାଇଁ କରୁଛନ୍ତି…

ଯାଜପୁର ରୋଡ଼(କେନ୍ୟୁଜ୍): ଶିଳ୍ପନଗରୀ କଳିଙ୍ଗନଗରରେ ମାତିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଅନ୍ଧାର ହେଲେ ହାତରେ ଖଣ୍ଡାଧରି ଚାଲିଆସୁଛନ୍ତି ରାଜରାସ୍ତାକୁ । ସୁଯୋଗ ମିଳିଲେ ଲୁଟ୍ ପାଇଁ କରୁଛନ୍ତି ଆକ୍ରମଣ । ଜଣେ କି ଦୁଇଜଣ ନୁହେଁ ୪-୫ଜଣ ସଂଘବଦ୍ଧ ଦୁର୍ବୃତ୍ତ ରାଜପଥରେ ଆତଙ୍କରାଜ…

ରାଜଧାନୀର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପଳାଶୁଣି ନିକଟରେ ଡେଲିଭରି ବୟଙ୍କ ଠାରୁ ଲୁଟ୍, ସଙ୍କଟାପନ୍ନ ଅବସ୍ଥାରେ କଟକ…

ଭୁବନେଶ୍ୱର: ଆଜିକାଲି ଭୁବନେଶ୍ୱରର ଗଳିକନ୍ଦି ପ୍ରତ୍ୟେକ ସ୍ଥାନରେ ଲୁଟ୍ ପାଟ ଚାଲିଛି। ଲୁଟେରାମାନେ ପୋଲିସକୁ ଚାଲେଞ୍ଜ କରି ଏଭଳି ଘଟଣା ସବୁ ଘଟାଇ ଚାଲିଛନ୍ତି । ସେହିପରି ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପଳାଶୁଣି ନିକଟରେ ପୁନର୍ବାର ଆଉ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି ।ଏହି ଲୁଟ୍ ର ଶିକାର…

କଳା ପଲସର୍‌ ଆତଙ୍କ, ବନ୍ଧୁକ ଦେଖାଇ ଅର୍ଥ ଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ୭ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍‌): କଳା ପଲସର୍‌ ଆତଙ୍କ, ଝାମ୍ପିନେଲେ ୭ଲକ୍ଷ ଟଙ୍କା। ସୂଚନା ମୁତାବକ ଜଟଣୀ ମ୍ୟୁନିସପାଲଟି ଅଫିସ ନିକଟରେ ଏଭଳି ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ୩ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର୍‌ ରେ ଆସି ବନ୍ଧୁକ ଦେଖାଇ ଏଟିଏମରେ ଅର୍ଥ ଲଗାଣକାରି ସଂସ୍ଥାର କର୍ମଚାରୀଙ୍କ…

ସିସିଟିଭି ପାଇଁ ଧରାପଡିଗଲେ ବୋଲି ରାଗିଗଲେ କୁକୁର ଚୋର, ଘର ଲୋକଙ୍କ ଉପରେ ଆକ୍ରମଣ କରିବା ସହିତ ଜାଳିଦେଲେ କାର୍

ତାଳଚେର: କୁକୁର ଚୋରକୁ ଧରାଇ ଦେଲେ ବୋଲି ଘର ଉପରେ ଆକ୍ରମଣ । ଘର ଉପରେ ରାତି ଅଧରେ ଆକ୍ରମଣ କରିବା ସହ ଗାଡି ମଧ୍ୟ ପୋଡ଼ିଦେଲେ । ଯାହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି  । ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁର ବାବୁଲି ସାମଲଙ୍କ ପଡୋଶୀ ଘରୁ ଏକ ଦାମୀ ବିଦେଶୀ କୁକୁର ଚୋରି ହୋଇଥିଲା ।…

ପୁଣି ବ୍ଲାକ୍ ପଲସର୍ ଆତଙ୍କ, ରେଣ୍ଟାଲ କଲୋନୀ ନିକଟରେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେଲେ ୨ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରାଜଧାନୀରେ ବ୍ଲାକ୍ ପଲସର୍ ଆତଙ୍କ। ବାଇକ୍ ରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଦୃବୃର୍ତ୍ତ। ସୂଚନା ମୁତାବକ ନୟାପଲ୍ଲୀ ରେଣ୍ଟାଲ କଲୋନୀ ନିକଟରେ ଏକ କଳା ରଙ୍ଗର ପଲସର୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ…

ନରସିଂହପୁର: ବିଳମ୍ବିତ ରାତିରେ ଏକାଧିକ ଘରୁ ତାଲା ଭାଙ୍ଗି କଳାକନା ବୁଲାଇଲେ ଚୋର, ଅଞ୍ଚଳରେ ଭୟର ବାତାବରଣ

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ଉଲସକୋଟୁ ଛକରୁ ବିଳମ୍ବିତ ରାତିରେ ଏକାଧିକ ଘରୁ ଚୋରି ଅଭିଯୋଗ | ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ରାଉଲକେଲା ତହସିଲରେ କାର୍ଯ୍ୟରତ ରାଜ କିଶୋର ଦେହୁରି ଓ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ପଣ୍ଡା , ବିପିନୀ ବିହାରୀ ପ୍ରଧାନଙ୍କ…

ଭଦ୍ରକରେ ଗ୍ୟାସ ଏଜେନ୍ସି କର୍ମଚାରୀଙ୍କ ଠାରୁ ଲୁଟ୍: ଭୂଜାଲିରେ ହାଣି ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଚାନ୍ଦବାଲି: ଭୂଜାଲିରେ ହାଣି ଲୁଟିନେଲେ ୧୦ ଲକ୍ଷ । ଭଦ୍ରକ ଜିଲ୍ଲା ତିହିଡିରୁ ଏଭଳି ଅଭିଯୋଗ ଆସିଛି । ପାଳିଆବିନ୍ଧାରେ ଥିବା ରାଉତ ଭାରତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କ ଠାରୁ ଲୁଟ୍‌ ହୋଇଛି । କର୍ମଚାରୀ ଜଣକ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ବାଇକରେ ଯାଉଥିଲେ । ଜିଝାରପୁର…

ରାଉରକେଲା: ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ଦିନ ଦ୍ୱିପ୍ରହରରେ ଲୁଟ୍‌ । ଘରୋଇ କମ୍ପାନୀ କର୍ମଚାରୀଙ୍କ ଠାରୁ ସାଢେ ୬ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ଦୁଇ ଦୁର୍ବୃତ୍ତ । ରଘୁନାଥପଲ୍ଲୀ ଥାନା ସିଭିଲ ଟାଉନ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାମଲ ବ୍ରଦର୍ସରେ କାମ କରୁଥିବା ଜଣେ କର୍ମଚାରୀ ଲେବର ପେମେଣ୍ଟ ପାଇଁ…