Browsing Tag

Miscreants Attack

CRPF ସବ ଇନ୍ସପେକ୍ଟରଙ୍କ ଘରୁ ଡ଼କାୟତି, ଆକ୍ରମଣ କରିବା ସହ ଲୁଟିନେଲେ ମୋବାଇଲ ଓ ସୁନା ଚେନ୍

କରଞ୍ଜିଆ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ନିକଟରେ ଥିବା ସିଙ୍ଗିଡା ଗାଁରେ ଡ଼କାୟତି। CRPF ସବ ଇନ୍ସପେକ୍ଟର ପରମେଶ୍ବର ଫଦୁକର ଘରେ ଡ଼କାୟତି ହୋଇଛି । ବିଳମ୍ବିତ ରାତ୍ରରେ ୬ ଜଣ ଡ଼କାୟତି ଘରେ ପଶି ସବ ଇନ୍ସପେକ୍ଟର ପରମେଶ୍ବରକୁ ଆକ୍ରମଣ କରିବା ସହିତ…

ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍: ଗାଡ଼ି ଅଟକାଇ ଅତର୍କିତ ଭାବେ କଲେ ପଥର ମାଡ଼, ୩ ଡ୍ରାଇଭର ଆହତ

ରେଢ଼ାଖୋଲ: ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା।  ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ…

ରାଜନଗର: ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜନଗର : ଘର ଭିତରେ ପଶି ବ୍ଲକ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ  ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଆକ୍ରମଣ ହୋଇଛି। ଗତକାଲି ସେ ଘରେ ଶୋଇଥିବାବେଳେ ୫ରୁ ୭ଜଣ ଦୁର୍ବୃତ୍ତ ଯାଇ BDO ଡାକୁଛନ୍ତି ବୋଲି କହିଥିଲେ । ହେଲେ ସେ ଯାଇନଥିବାରୁ ଘର…

ଟ୍ବିନ ସିଟିରେ ଦାଦାବଟି ଥମିବା ବେଳେ ବ୍ରହ୍ମପୁରରେ ସକ୍ରିୟ ହେଲେ ଦାଦା, ବଟି ନ ଦେବାରୁ ଭାଇ ଭଉଣୀଙ୍କୁ କଲେ ଆକ୍ରମଣ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ତୃତୀୟ ଲାଇନରେ ଗୁଣ୍ଡାଙ୍କ ଆତଙ୍କ । ଦାଦାବଟି ନ ଦେବାରୁ ଭାଇ ଭଉଣୀ ଦୁଇ ଜଣଙ୍କୁ ଖଣ୍ଡାରେ ହାଣିଲେ । ଉଭୟ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଆହତ ଦୁଇ ଜଣ ହେଲେ…

କେନ୍ଦୁପତ୍ର ବନ୍ଧାଳିଙ୍କ ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ, ଜଣେ ମୃତ ୨ ଗୁରୁତର

ଟିଟିଲାଗଡ଼(କେନ୍ୟୁଜ୍‌): ଗତକାଲି ବିଳମ୍ବିତ ରାତିିରେ ଟିଟିଲାଗଡ଼ ଖାସମୁଡା ଗାଁ ନିକଟରେ ଥିବା କେନ୍ଦୁପତ୍ର ଫଡ଼ି ଘର ଉପରେ ଦୁର୍ବୁତ୍ତଙ୍କ ଆକ୍ରମଣ। ଦୁର୍ବୁତ୍ତଙ୍କ ଆକ୍ରମଣରେ କେନ୍ଦୁପତ୍ର ବନ୍ଧାଳିଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ କେନ୍ଦୁପତ୍ର ବନ୍ଧାଳି ଗୁରୁତର ଆହତ ହୋଇଛନ୍ତି।…

ଟ୍ରକରୁ ବ୍ଯାଟେରୀ ଚୋରି ଉଦ୍ଯମ ହେଲା ପଣ୍ଡ, ରାଗରେ ହେଲପରଙ୍କ ହାତ ହାଣି ଦେଲେ ଦୁର୍ବୃତ୍ତ

ନିଆଳ: ଯୁବକଙ୍କ ହାତ ହାଣି ଲୁଟ୍ ଉଦ୍ୟମ । ବାଲିଅନ୍ତା ଥାନା ଅଧିନ ପାହାଳ ଫାଣ୍ଡି ଅନ୍ତର୍ଗତ ପାହାଳ ବଜାର ଠାରେ ଘଟିଛି ଏଭଳି ଅଘଟଣ । ରାସ୍ତା କଡରେ ପାର୍କିଂ ହୋଇଥିବା ଏକ ଟ୍ରକରୁ ବ୍ଯାଟେରୀ ଚୋରି ଉଦ୍ୟମ କରୁଥିଲେ ଲୁଟେରା । ଠିକ୍ ସେହି ସମୟରେ ହଠାତ୍ ଟ୍ରକ ହେଲପରଙ୍କ ନିଦ…

ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଦୃର୍ବୃତ୍ତଙ୍କ ଆତଙ୍କ, ରାସ୍ତାରେ ଗୋଡାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଦୃର୍ବୃତ୍ତଙ୍କ ଆତଙ୍କ । ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ । ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଘଟିଛି ଘଟଣା । ଗୁରୁତର ଯୁବକଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାଁ ଅନନ୍ତ ମହାନ୍ତି । ନୟାପଲ୍ଲୀ ଥାନା ପୋଲିସ ଘଟଣାର ତନାଘନ କରୁଛି ।

ଭୁବନେଶ୍ୱର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା, ତିନି ଅଭିଯୁକ୍ତ ଜାତୀୟ ସୁରକ୍ଷା ଆଇନରେ…

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ଅଭିଯୁକ୍ତଙ୍କ ବଢ଼ିଲା ଅଡୁଆ । ତିନି ଜଣଙ୍କୁ ଜାତୀୟ ସୁରକ୍ଷା ଆଇନ ବଳରେ ବୁକ୍‌ କରାଯାଇଛି । ସେମାନେ ହେଲେ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଏନେଇ ଜାରି ହୋଇଛି…