Browsing Tag

miscreants loot jewelry in the name of police in berhampur

ବ୍ରହ୍ମପୁରର: ପୋଲିସ ପରିଚୟ ଦେଇ ସୁନା ଅଳଙ୍କାର ଧରି ଚମ୍ପଟ ମାରିଲେ ଲୁଟେରା

ବ୍ରହ୍ମପୁର(କେନ୍ୟୁଜ୍): ପୁଣି ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ କୌଶଳରେ ମହିଳାଙ୍କଠାରୁ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ । ସହରର ଜନ ଗହଳିପୂର୍ଣ୍ଣ ଦଳୁଆ ସାହି ନିକଟରେ ଆଜି ଅପରାହ୍ନରେ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କରା ଲୁଟି ନେଲେ ଦୁର୍ବୃତ୍ତ । ମିଲିଟାରୀ ଲାଇନର ଭି.ଭି ସାରଦା…