Browsing Tag

miscreants looted from doctor house

କ୍ୟାପିଟାଲ ହସ୍‌ପିଟାଲ ଡାକ୍ତରଙ୍କ ଘରୁ ଚୋରି, ଲୁଟିନେଲେ ଗହଣା, ଲାପ୍‌ଟପ୍‌ ଓ ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜଧାନୀରେ ପୁଣି ମାତିଲେ ଲୁଟେରା । ଏଥର ଜଣେ ଡାକ୍ତରଙ୍କ ଘରୁ ହୋଇଛି ଚୋରି । ଡାକ୍ତର ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳା କନା ବୁଲାଇଛନ୍ତି ଘରେ । ପୋଲିସ୍‌ ସୂଚନାନୁଯାୟୀ, କ୍ୟାପିଟାଲ ହସ୍‌ପିଟାଲର ଡାକ୍ତର ସରିତା ମଲ୍ଲିକ ଘରେ ନଥିବାର ସୁଯୋଗ…