ପାରଳାଖେମୁଣ୍ଡିରେ ଅଜଣା ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଜାଳିଦେଲେ ପାର୍କିଙ୍ଗରେ ଥିବା ୭ଟି କାର୍
ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଅଜଣା ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ୭ଟି କାର ଜଳିଯାଇଥିବା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ କାର ପାର୍କିଙ୍ଗରେ।
ବିଳମ୍ବିତ ରାତ୍ର କିମ୍ବା ଆଜି ଭୋରରୁ କେହି…