ପ୍ରତିଦିନ ଖାଇ ସାରିବା ପରେ ଖାଆନ୍ତୁ ମିସିରି, ଶୁକ୍ର ଗ୍ରହ ସ୍ଥିତିରେ ଆସିବ ସୁଧାର
ପୂଜା ପାଠରେ ମିସିର ବ୍ଯବହାର ଅନେକ ହୁଏ। ଏହାଛଡା ମିସିରି ମଧ୍ୟ ଆମ ସମସ୍ତଙ୍କ ପାଇଁ ବେଶ ଫାଇଦାଯୁକ୍ତ ହୋଇଥାଏ। ଜ୍ଯୋତିଷ ଶାସ୍ତ୍ରରେ ମିସିରର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ। ମିସିରି ଖାଇବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ସହିତ ଶରୀରକୁ ମଧ୍ୟ ମଜବୁତି ମିଳିଥାଏ। ଏଥିରେ ଆଜି ଆମେ…