Browsing Tag

missing children rescued

୪୦୪ ଜଣ ନିଖୋଜ ଶିଶୁ ଉଦ୍ଧାର,ଓଡ଼ିଶା ପୋଲିସର ସଫଳ ଅଭିଯାନ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନିଖୋଜ ହୋଇଥିବା ୪୦୪ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଓଡ଼ିଶା ପୋଲିସ୍‌ ସ୍ପେଶାଲ୍‌ ଡ୍ରାଇଭରେ ଏହି ଶିଶୁମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୩୨୨ ଜଣ ବାଳିକା ଓ ୮୨ ଜଣ ବାଳକ ରହିଛନ୍ତି । ଓଡ଼ିଶା ପୋଲିସର…