Browsing Tag

missing girl

ନିଖୋଜ ନାବାଳିକାଙ୍କ ମୃତଦେହ ଠାବ, ପୋଲିସର ତଦନ୍ତ ଆରମ୍ଭ

ରାୟଗଡା : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ଜଣେ ନାବାଳିକାଙ୍କ ମୃତଦେହ ଠାବ ହୋଇଛି । ବାଇନିବସା ଗ୍ରାମର ଜଣେ ୪ର୍ଥଶ୍ରେଣୀ  ଛାତ୍ରୀ ଗତ ୧୨ଦିନ ତଳେ ରାତିରେ ଖାଇବା ପରେ ଘରେ ଶୋଇଥିଲେ, ସକାଳୁ ଉଠିବା ବେଳେ ସେ ଘରେ ନଥିବା ଦେଖି ପରିବାରଲୋକେ ଆଖପାଖ…

କାଜୁ ଜଙ୍ଗଲରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର : ଜନୈକ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭାଲୁବସା ଗ୍ରାମର ଟାଣ୍ଡିସାହି କାଜୁ ଜଙ୍ଗଲରେ। ମୃତକ ଜଣକ ଭାଲୁବସା ଗ୍ରାମପଞ୍ଚାୟତ ବୁଢାମରା ଗ୍ରାମର କୃଷ୍ଣଚନ୍ଦ୍ର କାରୁଆଙ୍କ…

ଯାଜପୁରୁର ଯୁବତୀ ଅପହରଣ ଓ ନିର୍ଯ୍ୟାତନା ଘଟଣା: କଟକ ଜଗତପୁର ଉଦ୍ଧାର କଲା ଧର୍ମଶାଳା ପୋଲିସ

ଯାଜପୁର(କେନ୍ୟୁଜ୍): ଯାଜପୁରୁର ଯୁବତୀ ଅପହରଣ ଓ ନିର୍ଯ୍ୟାତନା ଘଟଣାରେ ଅପହୃତା ଯୁବତୀକୁ ଉଦ୍ଧାର କଲା ଯାଜପୁର ପୋଲିସ। ଅପହରଣ  କରିନେଇଥିବା ଯୁବକ ମଧ୍ୟ ପୋଲିସ କବଜାରେ ଅଛି। ଯୁବକ ଜଣକ ଗତ ୬ ତାରିଖରେ ଯୁବତୀଙ୍କୁ ଅପହରଣ କରି କଟକକୁ ନେଇ ଆସିଥିଲା । ଘରକୁ ଫୋନ କରି ଅପହୃତା ଯୁବତୀ ଜଣକ…

ସରୁନାହିଁ ଅପେକ୍ଷା, ତିନିବର୍ଷ ହେଲା ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି ବାପା ମା’

ସୁବର୍ଣ୍ଣପୁର : ତିନିବର୍ଷ ହେଲା ଝିଅର ଫେରିବା ବାଟକୁ ଅନାଇ ବସିଛନ୍ତି ବାପା ମାଆ । ହେଲେ ଝିଅ ଫେରିନାହିଁ । ସୁବର୍ଣ୍ଣପୁର ଜିଲ୍ଲା କଳାପଥର ପଞ୍ଚାୟତ ବାଙ୍କବିଜା ଗାଁର ଭିକାରୀ ବାଘ ତିନି ଝିଅ ଦୁଇପୁଅ ଓ ପତ୍ନୀଙ୍କ ସହ ଖୁସିରେ ଥିଲେ । ବଡଝିଅର ବାହାଘର ସରିଛି । ମଝିଆ ଝିଅ ଦଶମ ଶ୍ରେଣୀରେ…