ବାଲିଆପାଳର ସିନ୍ଦୁରକୋଇଲି ଗାଁର ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ସମ୍ପର୍କୀୟ ମାମୁଁ ଗିରଫ
ଜଳେଶ୍ବର: ନୟାଗଡ ଜିଲ୍ଲାର ପରୀ,ଯାଜପୁରର ପିହୁ ପରେ ନିଖୋଜ ଥିଲା ବାଲିଆପାଳର ନାବାଳିକା। ଯାହାର ମୃତଦେହ ପୋଖରୀରୁ ଉଦ୍ଧାର କଲା ପୋଲିସ । ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ମାରିଦେଇଥିଲା ମାମୁଁ। ୩ ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ସମ୍ପର୍କୀୟ ମାମୁଁକୁ ଗିରଫ…