Browsing Tag

missing mother and son rescued senseless from chhatishgarh

ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ଘଟଣା, ଛତିଶଗଡ଼ରୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ହେବା ଘଟଣା ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ମା’ ପୁଅ ଉଦ୍ଧାର ମା’ ପୁଅ ହୋଇଛନ୍ତି। ଗତ ୧୨ ତାରିଖ ସନ୍ଧ୍ୟାରେ ବାଳିଚନ୍ଦ୍ରପୁର…