ସିକିମ୍ ଫ୍ଲାସ୍ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି, ୧୪୨ ଜଣ ନିଖୋଜ
ନୂଆଦିଲ୍ଲୀ : ସିକିମ୍ ଫ୍ଲାସ ଫ୍ଲଡରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ନିଖୋଜଙ୍କ ସଂଖ୍ୟା ୧୪୨ । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଉଦ୍ଧାର ଅପରେସନରେ ବାଧା ଉପୁଜିଥିବାରୁ ସେନା ଟିମ୍ ବିଭିନ୍ନ ଅଞ୍ଚଳରେ ଫସିଥିବା ଲୋକଙ୍କୁ…